ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ର ଶ୍ରେଷ୍ଠ ଲେମ୍ପ ଏମଡି ଓ କେସିସି ବ୍ୟାଙ୍କ ମ୍ୟନେଜର ଭାବେ ପୁରସ୍କୃତ ହେଲେ 

ପାପଡାହାଣ୍ଡି,09/05,ମନିସ – ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ହାଲ ରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ରେ ପାପଡାହାଣ୍ଡି ବ୍ଲକ ମଇଦଳପୁର ଲେମ୍ପ ଏମଡି ଓ ପାପଡାହାଣ୍ଡି କେସିସି ବ୍ୟାଙ୍କ ମ୍ୟନେଜର ଶ୍ରେଷ୍ଠ ଭାବେ ପୁରୁସ୍କୃତ ହୋଇଛନ୍ତି | ଗତ ବର୍ଷ 2022-23 ରବି ଋତୁରେ ମଇଦଳପୁର ଲେମ୍ପ 153% ରୁଣ ବଣ୍ଟନ ସଫଳତା କରିଥିବାରୁ ମଇଦଳପୁର ଲେମ୍ପ ଏମଡି ନରସିଂହ ନାୟକ କୁ ଜିଲ୍ଲା ର ଶ୍ରେଷ୍ଠ ଏମଡି ଓ ପାପଡାହାଣ୍ଡି କେସିସି ବ୍ୟାଙ୍କ ଶାଖା ପରିଚାଳକ ଏ. ପାଲ୍ଲବୀ କୁ ଶ୍ରେଷ୍ଠ ବ୍ୟାଙ୍କ ପରିଚାଳକ ଭାବେ କେସିସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପୁରସ୍କୃତ କରିଥିଲେ | ଉଭୟ ଏହି ଶ୍ରେଷ୍ଠ ପୁରୁସ୍କୃତ ପାଇଁ ନିଜ ନିଜ କର୍ମଚାରୀ କୁ ଶ୍ରେୟ ଦେଇଛନ୍ତି | ଏହି ବୈଠକ ରେ ଅତିଥିଭାବେ ଜୟପୁର ଡିଆରସିଏସ ସିଏଚ ଭବାନୀ ପ୍ରସାଦ, କେସିସି ବ୍ୟାଙ୍କ ସମ୍ପାଦକ ଅରୁଣ ସାହୁ, ପ୍ଳାନିଙ୍ଗ ଓ ଡେବଲଫମେଣ୍ଟ ହରିହର ତ୍ରିପାଠୀ, ପ୍ରୋମଦ ପାଢ଼ୀ ପ୍ରମୁଖ ମଞ୍ଚାସିନ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ତ୍ରୀଦିବସିୟ ବିଜନେସ୍ କନକ୍ଲେଭ ୨୦୨୪

masiha

ମାନସିକ ବିକାର ଗ୍ରସ୍ତ ଆହତ ମହିଳାଙ୍କୁ ସହାୟତାର ହାତ ବଢାଇଲେ କୋଇଡାର ଯୁବ ଡାକ୍ତର ଓ ସାମ୍ବାଦିକ 

masiha

ରାଇୟଙ୍ଗପୁର ପ୍ରସିଦ୍ଧ ୩୯ ତମ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!