ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଆଦର୍ଶ ବିଦ୍ୟାଳୟ ସିବିଏସଇ ପ୍ଲସ ୨ ରେ ପ୍ରତୀକ୍ଷା ଦାସ ଓ ମାଟ୍ରିକରେ ତ୍ରିଲୋଚନ ନାଏକ ଟପ୍ପର

କୋକସରା,୧୩/୫- ଗତକାଲି ପ୍ରକାଶିତ ହେଉଥିବା ସିବିଏସଇ ପ୍ଲସ ୨ ପରୀକ୍ଷାରେ କୋକସରା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ଦାସ ୮୩.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ମାଟ୍ରିକରେ ଛାତ୍ର ତ୍ରିଲୋଚନ ନାଏକ ୯୧.୪ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ଜଣାପଡିଛି। ଏନେଇ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ କର ସୁଚନା ଦେଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନୂଆପଡ଼ା ଜିଲ୍ଲା ଖଡିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

masiha

ଚେନେଇରେ ଯାମଦା ଅଂଚଳର ଯୁବ ଦାଦନ ଶ୍ରମିକ ମୃତ 

ଟେନ୍ସନ୍‌ର ମୂଳ କାରଣ ନକାରାତ୍ମକ ଚିନ୍ତା, ଅନାବଶ୍ୟକ ଆଶା, ଭୟ ଏବଂ ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯିବ 

Leave a Comment

error: Content is protected !!