ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଆଦର୍ଶ ବିଦ୍ୟାଳୟ ସିବିଏସଇ ପ୍ଲସ ୨ ରେ ପ୍ରତୀକ୍ଷା ଦାସ ଓ ମାଟ୍ରିକରେ ତ୍ରିଲୋଚନ ନାଏକ ଟପ୍ପର

କୋକସରା,୧୩/୫- ଗତକାଲି ପ୍ରକାଶିତ ହେଉଥିବା ସିବିଏସଇ ପ୍ଲସ ୨ ପରୀକ୍ଷାରେ କୋକସରା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ଦାସ ୮୩.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ମାଟ୍ରିକରେ ଛାତ୍ର ତ୍ରିଲୋଚନ ନାଏକ ୯୧.୪ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ଜଣାପଡିଛି। ଏନେଇ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ କର ସୁଚନା ଦେଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସଡ଼କ ଦୁର୍ଘଟଣା ରେ ଚାଲିଗଲା ଜୀବନ

masiha

ଧର୍ମଗଡ ଠାରେ ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

masiha

Leave a Comment

error: Content is protected !!