ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଘାଟିତ

ରୁପ୍ରା, ୯/୩  : ନର୍ଲା ବ୍ଲକର ସାକ୍ଷରତା ମିଶନ ଆୟୋଜନରେ ରୁପ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଦୁଇ ଦିନିଆ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି । ଏହି ତାଲିମ ଶିବିରରେ ରୁପ୍ରା ଗ୍ରାମ ପଞ୍ଚାୟତ ସମେତ କର୍ମେ, ମୁସ୍କୁଟି ଓ ଭୀମକେଲା ପଞ୍ଚାୟତର ୮୫ ଜଣ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ପ୍ରଥମ ଦିନରେ ୩୨ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରି ତାଲିମ ନେଇଥିଲେ । ଏହି ତାଲିମ ଶିବିରରେ ରିସୋର୍ସ୍ ପରସନ୍ ଡମ୍ୱରୁଧର ସାହୁ CRCC ରୁପ୍ରା କ୍ଲଷ୍ଟର୍, ବିଜୟ ସୂନା CRCC ଭୀମକେଲା କ୍ଲଷ୍ଟର୍ ଓ ହରିହର ଭୋଇ CRCC ମୁସ୍କୁଟି କ୍ଲଷ୍ଟର୍ ଯୋଗଦାନ କରି ତାଲିମ୍ ପ୍ରଦାନ କରିଥିଲେ । ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

 

Related posts

କୋକସରା ବ୍ଲକ ରେ ଭାରତ ଜୋଡୋ ଅଭିଯାନ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

କାଣିଗୁମା ଠାରେ ବାବା ଖଣ୍ଡୁଆଳ ଦେବଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

ନବ ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚାୟତ ଓ ଏନ୍ ଏ ସି ସଦସ୍ୟ/ ସଦସ୍ୟାମାନଙ୍କୁ ବି ଏସ ଏ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!