ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପିଣ୍ଡିରୀ ଗୁଡା ବିଜୟ ସହ ଟ୍ରଫି ହାତେଇ ଛନ୍ତି

ବନ୍ଧୁଗାଁ ତା,୧୮/୫/୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଳିଗୁଡା ବ୍ଲକର ରେଙ୍ଗା ପଞ୍ଚାୟତ ଠାରେ ଗତ କିଛିଦିନ ପୂର୍ବରୁ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶେଷ ମେଚ ଦୁଇ ଗ୍ରାମ ମଧ୍ୟରେ ହୋଇଯାଇଛି I ପଣ୍ଡିରୀ ଗୁଡା ଗ୍ରାମ ଠାରେ କ୍ରିକେଟ୍ ଫାଇନାଲ ମ୍ୟାଚରେ କୁନ୍ଦୁଲି ହାଟପଦା ଓ ପଣ୍ଡିରି ଗୁଡା ମଧ୍ୟରେ ଖେଳ ହୋଇଥିଲା ଏଥିରେ ଘୋରଇ ଦଳ ପାଣ୍ଡିରି ଗୁଡା ବିଜୟ ହାସଲ କରିଥିବା ବେଳେ କୁନ୍ଦୁଲି ହାଟ ପଦା ପରାଜୟ ହୋଇଥିଲେ । ଦୁଇ ଦଳର ଖେଳାଳିଙ୍କୁ ପୁରସ୍କାର ବିତରଣ ପାଇଁ ପଟାଙ୍ଗି ନିର୍ବାଚନ ମଣ୍ଡଳିର ସେମିଲିଗୁଡା ବ୍ଲକର ଯୋନ ୨ର ଜିଲ୍ଲା ପରିସଦ ସଭ୍ୟ ଲୋଇଚନ ଖରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳ କୁ ପୁରସ୍କାର ବଣ୍ଟନ ଓ ପରାଜିତ ଦଳର ସମସ୍ତଙ୍କୁ ପୁରସ୍କାର ରାଶି ୧୨ ହଜାର ଟଙ୍କା ନିଯେ ବହନ କରିଥିଲେ  ଓ ଗ୍ରାମ ବାସୀ ସହ ପାରମ୍ପରିକ ଡେମେସା ନାଚ ରେ ସାମିଲ୍ ହୋଇ ଖୁସି ମନେଇଥିଲେ । ଏଥିରେ ଲୋଇଚଙ୍କ ସହ ସେମିଳିଗୁଡା ବ୍ଲକ ଏସ.ଡି.ସି. ସଭ୍ୟ ଶ୍ରୀ ଲକିନାଥ ଖରା, ପଟାଙ୍ଗୀ ଲ୍ୟାମ୍ପ ନିର୍ଦ୍ଦେଶକ ସୁଶାନ୍ତ ବାଙ୍କା, ସମାଜ ସେବୀ ରୁବେନ ଖେମୁଣ୍ଡ୍ , ପ୍ରଧାନ ଶିକ୍ଷକ ପୂର୍ବତନ ସରପଞ୍ଚ , ସଞ୍ଜୟ, ସମାଜ ସେବୀ ସଲମାନ ବାଙ୍କା ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

Sunil Chandra Nayak

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରେଡ ଦଳ ଚମ୍ପିୟାନ

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!