ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବିତ୍ରୀ ପାଇଁ ଫଳ ବଜାରରେ ନିଆଁ

ଢେଙ୍କାନାଳ, କାମାକ୍ଷାନଗର (ମନିସ )18/5/23 // ଦିନକ ପରେ ସାବିତ୍ରୀ ବ୍ରତ l ହେଲେ ଫଳ ବଜାରରେ ନିଆଁ,ଆମ୍ବକେଜି 50ରୁ 150 ଟଙ୍କା ପାର କରିଥିବା ବେଳେ ସେଓ କେଜି 200 ଟଙ୍କା ଉପରେ ରହିଛି ଲିଚୁ କେଜି ପିଛା 200ଟଙ୍କା ରହିଥିବା ବେଳେ କମଳା ଓ ଅଙ୍ଗୁରୁ କଥା ନ କହିବା ଭଲ. ପଣସ ଓ ସପୁରି ଦରରେ ହାତ ମାରି ହେଉନି ହେଲେ ସାବିତ୍ରୀ ପାଇଁ ଲୋକମାନେ କେଜିଏ ଜାଗାରେ ଅଧକେଜି ଓ ଆଉ କେହି ଅଢେଇ ଶହ ଏବଂ ଆଉ ଏହି ଗୋଟିଏ ଗୋଟିଏ ପ୍ରକାରର ଫଳ କିଣି କାମ ଚଳାଇବା ପାଇଁ ବାଧ୍ୟ ହେଉଛନ୍ତି. ଫଳମୂଳ ସାଙ୍ଗକୁ କାଠ ପାନିଆ ମାଳି ଶଙ୍ଖ, ବ୍ରତ ଓ କାଠ କଣ୍ଢେଇ ର ପସରା ମେଲେଇଛନ୍ତି।

ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଉଛୁ କାମାକ୍ଷାନଗର ଫଳ ମାକେଟର ଦୃଶ୍ୟ ଏଠି ଦୋକାନି ମାନେ ବ୍ୟବସାୟକୁ ଆଖି ଆଗରେ ରଖି ଫଳର ପସରା ମେଳାଇ ଛନ୍ତି ଦୋକାନ ଆଗରେ ବିଭିନ୍ନ ଫଳ ମୂଳ ରଖିଛନ୍ତି।

କାମାକ୍ଷାନଗର ରୁ ପ୍ରହ୍ଲାଦମୁଦୁଲି ଙ୍କ ରିପୋର୍ଟ

Related posts

ଝରିଗାଁ ବିଧାୟକ ବିଧାନସଭାରେ ଧୋଡ୍ରାକୁ ନୂତନ ବ୍ଳକ କରାଯିବା ନେଇ ରଖିଥିଲେ ଦାବୀ

masiha

ରାସ୍ତାରେ ପଡିରହିଛି ଅସଂଖ୍ୟ ଭୋଟରଙ୍କ ପରିଚୟ ପତ୍ର

masiha

ଧାନ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!