ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନନୀ ସମ୍ପର୍କ ଅଭିଯାନ ରେ ସମ୍ପର୍କ ସୁଦୃଢ ପାଇଁ ପ୍ରଶାନ୍ତ ଙ୍କ ଅଭିନବ ପ୍ରୟାସ

ରାଉରକେଲା/ ରଘୁନାଥପଲ୍ଲୀ ର ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନ ରେ ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ଯାଇ ପହଞ୍ଚିଥିଲେ ସେକ୍ଟର ୭ ବିନ ବସ୍ତି ଅଂଚଳରେ । ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ। ବିଶେଷ କରି ମା ଭଉଣୀ ମାନେ ଏହି ଅବସରରେ ଜଣାଇଥିଲେ ଯେ ବସ୍ତି ର ବହୁ ବୃଦ୍ଧ, ବୃଦ୍ଧା ,ବିଧବା, ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାର ଙ୍କ ବିଭିନ୍ନ ଭତ୍ତା ପାଇବାରୁ ଏବେବି ବଞ୍ଚିତ ଅଛନ୍ତି। ସେହିପରି ରୋଗଗ୍ରସ୍ତ ରେ ଥିବା ଅନେକ ଅର୍ଥ ଅଭାବ ରୁ ଚିକିତ୍ସିତ ହୋଇପାରୁ ନାହାଁନ୍ତି। ତେଣୁ ମା ଭଉଣୀ ମାନଙ୍କ ସହଯୋଗ ମାଧ୍ୟମରେ ସରକାରୀ ଅଧିକାରୀ ଙ୍କୁ ସମସ୍ତ ସମସ୍ୟା ଅବଗତ କରି ଯଥା ସମ୍ଭବ ସମାଧାନ କରିବା ପାଇଁ ପ୍ରୟାସରତ ବୋଲି ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ଲକ୍ଷ୍ୟ  

Sunil Chandra Nayak

ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ

masiha

ଢେଙ୍କାନାଳ ଜିଲ୍ଲା ର ପଶ୍ଚିମ ସର୍କଲ ସ୍ଥାୟି କମିଟି ଘୋଷିତ 

Sunil Chandra Nayak

Leave a Comment

error: Content is protected !!