ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେନ୍ଦୁଗଛରେ ମହିଳାଙ୍କ ଝୁଲନ୍ତା ମୃତଦେହ ବିଶୋଇ ପୋଲିସ ଦ୍ବାରା ଉଦ୍ଧାର 

ମୟୂରଭଞ୍ଜ – ୨୧/୫ (ମସିହା)ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି ।ଥିଲା ବାଲା ବି ଆତ୍ମହତ୍ୟା କରୁଛନ୍ତି ନଥିଲା ଵାଲା ବି ଆତ୍ମହତ୍ୟା କରୁଛନ୍ତି ।ବିଶେଷତଃ ଯୁବ ଗୋଷ୍ଠୀ ଓ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ନେଇ ସାମାଜିକ କର୍ମୀଙ୍କ ମଧ୍ୟରେ ଉଦବେଗ ସୃଷ୍ଟି ହେଉଛି । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଵନେଇକଳା ପଞ୍ଚାୟତର ଜାମୁଝରି ଗ୍ରାମର ସୁବାସ ଗିରିଙ୍କୁ ପତ୍ନୀ ବୀଣାପାଣି ଗିରି(୫୫) ମାନସିକ ଭାରସାମ୍ୟ ହରାଇ ଶନିବାର ଦିନ ଅପରାହ୍ନରେ ଘର ପାଖ କେନ୍ଦୁଗଛରେ ନିଜ ଶାଢ଼ୀ ଦ୍ବାରା ଝୁଲିପଡି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବକୁ ମାଇନା କରାଇ ପରିବାରକୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦୀର୍ଘବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରି କନିଷ୍ଠ ଅଦାଲତକୁ ହସ୍ତାନ୍ତର କଲା ଝରୀଗାଁ ପୋଲିସ 

masiha

ରାଇରଙ୍ଗପୁର କୋର୍ଟ ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

Sunil Chandra Nayak

ନିର୍ମମ ଭାବେ ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ !!!!:

Sunil Chandra Nayak

Leave a Comment

error: Content is protected !!