ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ଙ୍କ ଅକାଳ ବିୟୋଗରେ ଶୋକ ସଭା 

ନବରଙ୍ଗପୁର—(ମସିହା)ଉମରକୋଟ ର ଓକିଲ ଶ୍ରୀ ନିରଞ୍ଜନ ମଣ୍ଡଳ ଙ୍କ ଅକାଳ ବିୟୋଗ ରେ ଆଜି ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଏକ ଶୋକସଭା ର ଆୟୋଜନ କରାଯାଇଛି l ଏଥିରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ଆଇନଜିବୀ ନରସିଂହ ନାଥ ତ୍ରିପାଠୀ ସମ୍ପାଦକ ଶ୍ରୀ ତପନ ସିଂ ଙ୍କ ସହ ସଙ୍ଘ ର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ l ଅମର ଆତ୍ମା ର ସଦଗତି କାମନା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି କୁ ଷ୍ଟଡି ଟୁର୍ ରେ ପହଞ୍ଚିଲେ ପଶ୍ଚିମବଙ୍ଗ ର ତିନଟି କଲେଜର ଛାତ୍ରଛାତ୍ରୀ

masiha

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

Sunil Chandra Nayak

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

masiha

Leave a Comment

error: Content is protected !!