ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍ଘ ବ୍ଳକ ଟପ୍ପର 

ମୋନାଲିସା ଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ବାର୍ତ୍ତା ଦେଲେ    ନବରଙ୍ଗପୁର- — (ମସିହା)ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍ଘର ସଭାପତି ଗୁପ୍ତ ପ୍ରସାଦ ନାଗଙ୍କ ତତ୍ତ୍ଵାବଧାନରେ ମାଧ୍ୟମିକ ଶିକ୍ଷା ପରିଷଦ କଟକ ଚଳିତ ବର୍ଷ ର ଡ଼ାବୁଗାଁ ବ୍ଲକ ଟପ୍ପର ମୋନାଲିସା ମାଝିଙ୍କୁ ସମ୍ଭର୍ଦ୍ଧନା ସହ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ l ଆଶା ଆଗାମୀ ଦିନରେ ଡାବୁଗାଁ ବ୍ଲକ ର ନା ସହିତ ନବରଙ୍ଗପୁର ର ମଧ୍ୟ ନାମ ଅର୍ଜନ କରିବା ପାଇଁ କି ସଙ୍ଘ ଶୁଭେଚ୍ଛା ବାର୍ତ୍ତା ଜଣାଇଲା l ବାପା ଜଣେ ସରକାରୀ ଶିକ୍ଷକ ଥିବା ବେଳେ ମାଆ ଜଣେ ଗୃହଣୀ,,, ସିଏ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡାବୁଗାଁ ରେ ଅଧ୍ୟୟନ କରି ୬୦୦ ମାର୍କ ରୁ ୫୪୦ ମାର୍କ ପାଇ ଡାବୁଗାଁ ବ୍ଲକ ଟପ୍ପର ହୋଇଛନ୍ତି,,ଆଗାମୀ ଦିନରେ ସିଏ ଶିକ୍ଷକତା କରିକି ସମାଜକୁ ନୂଆ ଆଶା ଓ କିରଣ ଦେବେ ବୋଳି କହିଛନ୍ତି।

ଉକ୍ତ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ବାର୍ତ୍ତା ଦେବା ସମୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନୁର୍ଜୟ ବଡ ଜେନା, ଶ୍ରୀକାନ୍ତ ପଣ୍ଡା, ପିଙ୍କି କୁମାରୀ ଗୁପ୍ତା, ସଂଘ ସଭାପତି ଗୁପ୍ତ ପ୍ରସାଦ ନାଗ ଓ ସଂଘ ସମ୍ପାଦକ ହେମନ୍ତ ପଣ୍ଡା,ଗୀତାଞ୍ଜଳି ବସ୍ତିଆ,ହେମେନ୍ଦ୍ର ନାଥ ବେହେରା ପ୍ରମୂଖ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଣ ଦୋକାନରେ ନିଆଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ 

Sunil Chandra Nayak

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

Sunil Chandra Nayak

ପୁଳା’ପୁଳା କଳା ପୋଲଥିନରେ ଭରା ଯୋଡ଼ା ସହର ଦୋକାନ’ବଜାର

masiha

Leave a Comment

error: Content is protected !!