ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ସ୍କୁଟିରୁ ଖସିପଡି ୩ ଆହତ

କାମାକ୍ଷାନଗର (ମନିସ )26/5/23 //କାମାକ୍ଷାନଗର ଥାନା ରାଇବୋ ପଞ୍ଚାୟତ ଭାଲୁମୁଣ୍ଡା ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡି ୩ ଆହତ।ଗୁରୁତର ଆହତ ମାନେ କଙ୍କଡ଼ାହାଡ଼ ବ୍ଲକ୍ ମକୁକାଟେଣି ଗ୍ରାମ ତଳ ସାହି ର ଦୀପକ ପ୍ରଧାନ, ଜିତୁ ପ୍ରଧାନ ଓ ଗୁରୁଦତ୍ତ ପ୍ରଧାନ ।ଗୁରୁତର ତିନି ଜଣଙ୍କୁ ଉଧାର କରାଯାଇ ଚିକିତ୍ସା ପାଇିଁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜିତୁ ପ୍ରଧାନ ଓ ଗୁରୁଦତ୍ତ ପ୍ରଧାନ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।ମୁଣ୍ଡ,ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।ଅପରାହ୍ନରେ କାମାକ୍ଷାନଗରରୁ କାମ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଖସି ପଡିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ମକ୍ରାଗୁଡାରେ ପାଣି ପାଇଁ ରାସ୍ତା ଅବରୋଧ 

Sunil Chandra Nayak

ଗାଁ ରେ ୪ ଦିନ ବିଦ୍ୟୁତ ନ ଥିବାରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି

masiha

ବିଜାତଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!