ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ସ୍କୁଟିରୁ ଖସିପଡି ୩ ଆହତ

କାମାକ୍ଷାନଗର (ମନିସ )26/5/23 //କାମାକ୍ଷାନଗର ଥାନା ରାଇବୋ ପଞ୍ଚାୟତ ଭାଲୁମୁଣ୍ଡା ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡି ୩ ଆହତ।ଗୁରୁତର ଆହତ ମାନେ କଙ୍କଡ଼ାହାଡ଼ ବ୍ଲକ୍ ମକୁକାଟେଣି ଗ୍ରାମ ତଳ ସାହି ର ଦୀପକ ପ୍ରଧାନ, ଜିତୁ ପ୍ରଧାନ ଓ ଗୁରୁଦତ୍ତ ପ୍ରଧାନ ।ଗୁରୁତର ତିନି ଜଣଙ୍କୁ ଉଧାର କରାଯାଇ ଚିକିତ୍ସା ପାଇିଁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜିତୁ ପ୍ରଧାନ ଓ ଗୁରୁଦତ୍ତ ପ୍ରଧାନ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।ମୁଣ୍ଡ,ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।ଅପରାହ୍ନରେ କାମାକ୍ଷାନଗରରୁ କାମ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଖସି ପଡିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

masiha

ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

masiha

Leave a Comment

error: Content is protected !!