ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

ରାଉରକେଲା: ସମାଜସେବୀ ତଥା ଅଧ୍ୟାପିକା ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈ।ତିକ ଶିଶୁ ସେବା ଆଶ୍ରମ ଠାରେ ଥିବା ଅନ୍ତେବାସୀଙ୍କ ସହ ନୂଆବର୍ଷ ପାଳନ ସହ ନୂତନ ଶିକ୍ଷା ପଦ୍ଧତି, ସ୍ବାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ ସୁରକ୍ଷା ସମ୍ପର୍କରେ ଭାବ ବିନିମୟ ଓ ଆଲୋଚନା କରିଥିଲେ। ଏଥିସହ ଅନ୍ତେବାସୀଙ୍କ ଶିକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ସୁଶ୍ରୀ ଷଡ଼ଙ୍ଗୀ ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହେବା ସହ ରାଜ୍ୟସରକାର ଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ଗ୍ରହଣ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଠାରେ ଗ୍ରାମୀଣ ସଚେତନତା ସମାବେଶ

masiha

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଟାଙ୍ଗିରି ପାହାଡରେ ଅଛି ବୃହତ୍ ଓପନ ରକ୍ ରେପଲିଙ୍ଗ ସରଫେସ

Sunil Chandra Nayak

Leave a Comment

error: Content is protected !!