ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମୋ ଘର’ ଯୋଜନା କ’ଣ ? କେମିତି କରିବେ ଆବେଦନ ? 

ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର….

ଗରିବ ଲୋକଙ୍କୁ ଘର ପାଇଁ ମିଳିବ ସହାୟତା । ‘ମୋ ଘର’ ଯୋଜନା ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ମୋଟ ୧୮ ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ବାଜିଛି ।

‘ମୋ ଘର’ ଯୋଜନା କ’ଣ ?

ସବସିଡିରେ ଲୋକଙ୍କୁ ଯୋଗାଇ ଦିଆଯିବ ଗୃହଋଣ,ସବସିଡି ରାଶି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ,ହିତାଧିକାରୀ ଋଣ ନେଇ ନୂଆ ଘର ତିଆରି କରିପାରିବେ,କିମ୍ବା ପୁରୁଣା ଘରର ସମ୍ପ୍ରସାରଣ ଓ ଉନ୍ନତିକରଣ କରିପାରିବେ, ଯୋଜନାରେ ସର୍ବାଧିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳିପାରିବ,୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବେ ହିତାଧିକାରୀ,ବ୍ୟାଙ୍କ ଋଣ ପାଇଁ ରହିଛି ୪ଟି ସ୍ଲାବ,ହିତାଧିକାରୀ ଚାହିଁଲେ ୧ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ଋଣ ନେଇପାରିବେ,ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦% ମାର୍ଜିନ ମନି ଆକାରରେ ବିନିଯୋଗ କରିପାରିବେ, ହିତାଧିକାରୀ ଚାହିଁଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ସୁଝି ପାରିବେ,ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ୨୧୫୦ କୋଟି ଟଙ୍କାର ବ୍ୟୟ ଆକଳନ,ଆଗାମୀ ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ,ଆବେଦନକାରୀ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ଜରିଆରେ ଆବେଦନ କରିପାରିବେ,ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଂଟ ଦେବାକୁ ପଡ଼ିବ,ଜମି ରେକର୍ଡ ସାଙ୍ଗକୁ ଆୟ ପ୍ରମାଣପତ୍ର ସମ୍ପର୍କିତ କାଗଜପତ୍ର ସଂଲଗ୍ନ କରିବାକୁ ହେବ,ଭିନ୍ନକ୍ଷମ ଓ ଜାତିଗତ ପ୍ରମାଣପତ୍ର ମଧ୍ୟ ୱେବସାଇଟ୍ ଜରିଆରେ ଦାଖଲ କରିବେ।

‘ମୋ ଘର’ ପାଇଁ ଯୋଗ୍ୟତା….

କଚ୍ଚା ଘର ଥିଲେ କିମ୍ବା ଗୋଟିଏ କୋଠରୀ ଥିବା ପକ୍କା ଘରେ ରହୁଥିଲେ, ପାଇବାକୁ ଯୋଗ୍ୟ

କୌଣସି ଗୃହ ନିର୍ମାଣ ଯୋଜନାରେ ସରକାରଙ୍କଠାରୁ ପୂର୍ବରୁ ସହାୟତା ପାଇନଥିବେ,୭୦ହଜାର ଟଙ୍କାରୁ କମ୍ ପରିମାଣର ସହାୟତା ପାଇଥିଲେ ମଧ୍ୟ ଯୋଗ୍ୟ ହେବେ,ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍ ହୋଇଥିଲେ ଯୋଗ୍ୟ,

ବ୍ୟକ୍ତିଗତ ବ୍ୟବହାର ପାଇଁ ଅଣବ୍ୟବସାୟିକ ଚାରିଚକିଆ ଯାନ ନଥିବ,ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ଚାକିରି କରିନଥିବେ,୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଥିବ।

ମୋ ଘର’ ଯୋଜନା କ’ଣ?

ସବସିଡିରେ ଲୋକଙ୍କୁ ଯୋଗାଇ ଦିଆଯିବ ଗୃହଋଣ,ସବସିଡି ରାଶି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ,ହିତାଧିକାରୀ ଋଣ ନେଇ ନୂଆ ଘର ତିଆରି କରିପାରିବେ,କିମ୍ବା ପୁରୁଣା ଘରର ସମ୍ପ୍ରସାରଣ ଓ ଉନ୍ନତିକରଣ କରିପାରିବେ,ଯୋଜନାରେ ସର୍ବାଧିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳିପାରିବ,୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବେ ହିତାଧିକାରୀ,

ବ୍ୟାଙ୍କ ଋଣ ପାଇଁ ରହିଛି ୪ଟି ସ୍ଲାବ,ହିତାଧିକାରୀ ଚାହିଁଲେ ୧ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ଋଣ ନେଇପାରିବେ,ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦% ମାର୍ଜିନ ମନି ଆକାରରେ ବିନିଯୋଗ କରିପାରିବେ,ହିତାଧିକାରୀ ଚାହିଁଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ସୁଝି ପାରିବେ,ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ୨୧୫୦ କୋଟି ଟଙ୍କାର ବ୍ୟୟ ଆକଳନ।

କେମିତି କରିବେ ଆବେଦନ ?

ମୋ ଘର ଯୋଜନାରେ ଆବେଦନ ପାଇଁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ରହିଛି।

– rhodisha.gov.in/moghara ୱେବସାଇଟରେ କରିବେ ଆବେଦନ କରିବେ।

ଏହି ଋଣ ପାଇଁ ଆବେଦନ ପୂର୍ବରୁ ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିବ,ଆଗାମୀ ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ,ଆବେଦନକାରୀ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ଜରିଆରେ ଆବେଦନ କରିପାରିବେ, ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଂଟ ଦେବାକୁ ପଡ଼ିବ,ଜମି ରେକର୍ଡ ସାଙ୍ଗକୁ ଆୟ ପ୍ରମାଣପତ୍ର ସମ୍ପର୍କିତ କାଗଜପତ୍ର ସଂଲଗ୍ନ କରିବାକୁ ହେବ,ଭିନ୍ନକ୍ଷମ ଓ ଜାତିଗତ ପ୍ରମାଣପତ୍ର ମଧ୍ୟ ୱେବସାଇଟ୍ ଜରିଆରେ ଦାଖଲ କରିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଓ ଭଲକାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପୁରସ୍କୃତ କରାଯିବ ବୋଲି ୫ଟି ସଚିବଙ୍କ ଘୋଷଣା

ମୋ-ସରକାର’ ଅଧୀନରେ ଆଉଟ୍‌ସୋର୍ସିଂ ସଂସ୍ଥା। ଆଉଟସୋର୍ସିଂ କର୍ମଚାରୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Comment

error: Content is protected !!