ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହାନାଗା ଟ୍ରେନ ଦୁର୍ଘଟଣା ରେ ମୃତ ଙ୍କ ଆତ୍ମା ର ସଦ୍ଗତି ପାଇଁ ବିଭିନ୍ନ ଅନୁଷ୍ଠାନ ର ଶୋକ ସଭା ତଥା କ୍ୟାଣ୍ଡଲ ଯାତ୍ରା  

ତେନ୍ତୁଳିଖୁଣ୍ଟି ୦୪/୦୬/୨୩ / ବାଲେଶ୍ୱର ର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତକ ଙ୍କ ଆତ୍ମା ର ସଦ ଗତି ନିମନ୍ତେ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ବିଭିନ୍ନ ଅନୁଷ୍ଠାନ ର ଶୋକ ସଭା ତଥା କ୍ୟାଣ୍ଡଲ ଯାତ୍ରା। ଖାତିଗୁଡା ଜେ ଇ ଏଲ ସି ଚର୍ଚ୍ଚ ତରଫରୁ କ୍ୟାଣ୍ଡେଲ ଶୋଭା ଯାତ୍ରା ଖାତିଗୁଡା ଚର୍ଚ୍ଚ ରୁ ଖାତିଗୁଡା ଏସ ବି ଆଇ ବ୍ୟାଙ୍କ ପର୍ଯ୍ୟନ୍ତ କରିଥିଲେ । ଏଥିରେ କିଶୋର ଚନ୍ଦ୍ର ଛତ୍ରିଆ,ସୁଧୀର ସୁନା,ଗୋପନ ନାୟକ, ଅନିଲ କୁମାର ନାୟକଙ୍କ ସମେତ ଅନେକ କ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଉପସ୍ଥିତ ଥିଲେ । ସେହି ଭଳି ଖାତିଗୁଡା ମାର୍କେଟ ଛକ ନିକଟରେ ଇନ୍ଦ୍ରାବତୀ ୟୁଥ ଗ୍ରୁପ ,ବଜାର କମିଟି ର ସଭ୍ୟ ବିଭିନ୍ନ ବର୍ଗର ଯୁବକ ତଥା ଜନତା ପ୍ରଦୀପ ପ୍ରଜ୍ଵଳନ କରିି ନିରବ ପ୍ରାର୍ଥନା କରିଥିଲେ ।ଏଥିରେ ସୁଶାନ୍ତ ରାଉତ,,ଦୀପକ ବିଶ୍ୱାଳ,ଗଣେଶ ସାହୁ ,ଇନ୍ଦ୍ର ଜିତ ସାହୁ,ଅକ୍ଷୟ ମହାନ୍ତିଙ୍କ ସମେତ ଅନେକ ଲୋକ ଉପସ୍ଥିତ ତୋହିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚାଷୀଙ୍କୁ ଆଳୁ ବିହନ ବଣ୍ଟନ 

masiha

ଦୈନିକ ଅପରାହ୍ନ ର ବାର୍ଷିକୋତ୍ସବ ୨୦୨୫ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଓ କବିତା କୁମ୍ଭପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଉତ୍ସବ  କୁଞ୍ଜବିହାରୀ ରାଉତ ଙ୍କୁ ସୃଜନଶ୍ରୀ ସମ୍ମାନ …..

masiha

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!