ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରନ୍ଦା ମହିମା ମହାବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି ହେଲେ ଯୁକ୍ତ ଦୁଇ କଳା ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଯୁଗ୍ମ ଟପ୍ପର

ଢେଙ୍କାନାଳ ମାଟିର ଗଁଦିଆ ବ୍ଲକର ଦଦୀସିଙ୍ଗା ଗ୍ରାମର ଝିଅ  ପରୀକ୍ଷାରେ ୬୦୦ ରୁ ୫୩୬ନମ୍ବର ରଖି ଢେଙ୍କାନାଳ ଜିଲ୍ଲା ଯୁଗ୍ମ ଟପ୍ପର ହୋଇଛନ୍ତି। ସେ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି। ସେ ଆମ ଦଧିସିଙ୍ଗା ଗ୍ରାମ ଶରତ ମହାନ୍ତିଙ୍କ ଝିଅ । ଭବିଷ୍ୟତରେ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ମନସ୍ଥ କରିଛନ୍ତି। ଗ୍ରାମାଞ୍ଚଳର ଗୋଟିଏ ସାଧାରଣ ପରିବାରରୁ ଆସି ବିନା ଟିଉସନରେ କଠିନ ପରିଶ୍ରମ କରି ସେ ଏହି ସଫଳତା ପାଇବା ଯୋଗୁଁ ଭବିଷ୍ୟତରେ ସେ ନିଶ୍ଚୟ ସଫଳ ହେବା ଆମେ ଆଶା କରୁଛୁ। ଆମେ ଯୋରନ୍ଦା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଯୋରନ୍ଦା ମହିମା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କ କାର୍ଯ୍ୟ ଦକ୍ଷତା,ନିଷ୍ଠା ଓ ପ୍ରୟାସ ପାଇଁ ସାଧୁବାଦ୍ ଜଣାଉଛୁ । ତାଙ୍କର ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଦୀଗଦର୍ଶନ ଦେଉ ।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ଚନ୍ଦ୍ରପୁରୁ ବ୍ଲକରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ୯ଟି ଶ୍ରେଣୀର ୫୮ପିଲାଙ୍କୁ ୨ଟି କୋଠରୀରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

Sunil Chandra Nayak

ଅସହାୟ ବୃଦ୍ଧ,ବୃଦ୍ଧା, ଚୈତନ୍ୟ ବାଗ, ଗନଦେଇ, ବେଳମତି ବାଗ, ଏବଂ କସ୍ତୁରୀ ବନ୍ଦି ଛୋଡ ଙ୍କୁ ସରକାରୀ ଭତ୍ତା ମିଲିବ କେବେ ?? 

Sunil Chandra Nayak

ଢେଙ୍କାନାଳ ଅତିରିକ୍ତ ଏସ୍ ପି ପ୍ରଭାତ ବିଶ୍ବାଳଙ୍କ ଦୁଇଟି ସମ୍ମାନଜନକ ପଦକ ହାସଲ 

masiha

Leave a Comment

error: Content is protected !!