ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଞ୍ଚ ଫୁଟ ଲମ୍ବର ନାଗ, ସାଢେ 4ଫୁଟ ଲମ୍ବର ନାଗୁଣୀ ଉଦ୍ଧାର

ପାଞ୍ଚ ଫୁଟ ଲମ୍ବର ନାଗ, ସାଢେ 4ଫୁଟ ଲମ୍ବର ନାଗୁଣୀ ଉଦ୍ଧାର

ବସ୍ତା,16/03 : ରୂପସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମର ନରେନ୍ଦ୍ର ପରିଡ଼ାଙ୍କ ଘରୁ ଶୁକ୍ରବାର ଅପରାହ୍ନ ସମୟରେ ଏକ ୫ଫୁଟ ଲମ୍ବର ନାଗ ଓ ସାଢେ ୪ ଫୁଟ ଲମ୍ବର ନାଗୁଣୀ ଉଦ୍ଧାର ହୋଇଛି।ସୂଚନାରୁ ପ୍ରକାଶ ଆଜି ଅପରାହ୍ଣରେ ଉକ୍ତ ସାପଦ୍ବୟ ଶ୍ରୀଯୁକ୍ତ ପରିଡ଼ାଙ୍କ ଘରେ ଥିବାର ଦେଖି ପରିବାର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁବ୍ରତ କୁମାର ପ୍ରଧାନ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳ କେସୁରା ଜଙ୍ଗଲରେ ନେଇ ଛାଡ଼ି ଦେଇଥିବାର ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

୭୭ ବର୍ଷ ସ୍ଵାଧୀନତା ହେବା ପରେ ମଧ୍ୟ ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ବିଜୁଗୁଡା ଗ୍ରାମ l କେବେ ହେବ ଗ୍ରାମର ବିକାଶ ???

masiha

ନର୍ଲାରେ ମିଶନ ଶକ୍ତି ମହିଳାଙ୍କ ପ୍ରଶଂସା କଲେ ୫ଟି ସଚିବ

Leave a Comment

error: Content is protected !!