ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର କର୍ମକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ବିଜେପିର କର୍ମକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ନବରଙ୍ଗପୁର:(୧୫|୩)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ବିଜେପିର ଏକ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ଭାରତର ଯଶସ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନୁକୁଲ୍ୟରେ ଦେଶର ହୋଇଥିବା ଜନ କଲ୍ୟାଣ ଯୋଜନା ଗୁଡିକ ବିଷୟରେ ଲୋକ ଙ୍କୁ ବୁଝାଇବା ସହ ସଚେତନା କରାଯାଇଥିଲା । ଏହି ବୈଠକରେ ପୂର୍ବତନ ସାଂସଦ ପର୍ଶୁ ମାଝୀ, ଜ଼ିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ, ଜ଼ିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ମାଝୀ, ଯୁବନେତା କାହ୍ନୁ ଦାଶ, ଉପସଭାପତି ସନାତନ ତ୍ରିପାଠୀ, ନନ୍ଦାହାଣ୍ଡି ମଣ୍ଡଳ ସଭାପତି ଅରୁଣ ଷଡ଼ଙ୍ଗୀ ଓ ଡଙ୍ଗର ଭେଜା ମଣ୍ଡଳ ସଭାପତି କୃଷ୍ଣ ନାୟକ ଉପସ୍ଥିତି ଥିଲେ l ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କାର୍ଯ୍ୟ କଳାପରେ ଅନୁପ୍ରାଣିତ ହୋଇ ଆଖପାଖ ଅଞ୍ଚଳ ର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ରେ ସାମିଲ ହୋଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରେଳ ପ୍ରକଳ୍ପ ଉଦ୍ଘାଟନ ସମୟରେ ବିଜେଡି ବିଜେପି ନେତାଙ୍କ ତୁ ତୁ-ମେଁ ମେଁ ରେ ଶେଷ , ଅଧାରୁ ମଞ୍ଚ ଛାଡି ପଳାଇଲେ ମନ୍ତ୍ରୀ ଓ ଏମ.ପି.

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଉତ୍ସବ ପାଳିତ

Sunil Chandra Nayak

ଯୁବମୋର୍ଚ୍ଚା ସଭାପତି ଭାବେ ଉମେଶ ପଧାନ ନିର୍ବାଚିତ

Leave a Comment

error: Content is protected !!