ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କୁ ଚହକା ଓ ସିଆଲଯୋଡ଼ିରେ ସ୍ୱାଗତ ସମ୍ବର୍ଦ୍ଧନା

ଗୋଳାମୁଣ୍ଡା/ମସିହା/୧୪/୩/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଆଜି ତାଙ୍କୁ ଚହକା ପଞ୍ଚାୟତ ଏବଂ ପରେ ସିଆଲଯୋଡ଼ି ରେ ବିପୁଳ ପରିମାଣର ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ଏଥିରେ ସିଆଲଯୋଡ଼ି ଡମ୍ବ ସମାଜବିକାଶ ପରିଷଦର ମହିଳା ମଣ୍ଡଳ ଓ କର୍ମକର୍ତ୍ତା ଗଣ କଳାହାଣ୍ଡିଆ ବାଜା ମାଧ୍ୟମରେ ବହୁ ସଂଖ୍ୟକ ଭାବେ ମହିଳାମାନେ ହୁଳହୁଳି ଶବ୍ଦରେ ବନ୍ଧାପଣା ଦେଇଥିଲା ବେଳେ ଅନ୍ୟାନ୍ୟ ପୁରୁଷ, ଓ ଯୁବକ ଯୁବତୀମାନେ ତାଙ୍କୁ ଓ ଦଶପୁର ପଞ୍ଚାୟତ ର ବରିଷ୍ଠ ସମିତି ସଭ୍ୟ ଦୁର୍ଗେ ସାହୁ ଙ୍କୁ ପାଛୋଟି ନେଇଥିଲେ,ଅନ୍ୟତମ ହେଲେ କେଗାଁ ସମିତି ସଭ୍ୟ ମନଟୁ ସାହୁ,ସିନାପାଲି ସମିତି ସଭ୍ୟଲୋଚନ ସାହୁ, ନୁଆଁ ଗାଁ ସମିତି ସଭ୍ୟ, ଫରଙ୍ଗ ସମିତି ସଭ୍ୟ ପ୍ରତିନିଧି ସୁରେନ୍ଦ୍ର ବାରିକ,, କେଗାଁ ଜିଲ୍ଲା ପରିଷଦ ସଭ୍ୟ ଜୟ ସେନ ସାହୁ,ନାଇକ ସରପଞ୍ଚ ଲୋଚନ ମାଝୀ ,ରଂଜନ ସାହୁ ପ୍ରମୁଖ ଥିବାବେଳ ଡମ୍ବ ସମାଜର ଦଶପୁର ଯୋନ ସଭାପତି ଭୁବନେଶ୍ୱର ନିଆଲ, କେଗାଁ ଯୋନ ସଭାପତି କ୍ଷେତ୍ର ଛତ୍ରୀଆ,ସମ୍ପାଦକ ସୁଦର୍ଶନ ବେଶ୍ରା, ଭକ୍ତି ବାଗ ,କୃଷ୍ଣ ଚନ୍ଦ୍ର ବାଗ,ନମ୍ରତା ସିପକା, ଅହଲ୍ୟା ବେଶ୍ରା,ଗୋଳାର ତାଣ୍ଡି, କନେହି ତାଣ୍ଡି, ମନୋହର ସେନାପତି, ପ୍ରେମଲାଲ ସୁନାନୀ, ବିଶ୍ୱଜିତ ସେନାପତି,ଶଙ୍କର ଖୁରା, କପୁର ଚନ ସେଠିଆ, କୃଷ୍ଣ ମହାନନ୍ଦ,ଓ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ସଭାପତି ରାମକୁମାର ସେନାପତି ତଥା ଅନ୍ୟାନ୍ୟ ସମ୍ପ୍ରଦାୟର ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ଆଜିର କାର୍ଯ୍ୟ ସମ୍ପାଦନ କରିଥିଲେ

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା ପ୍ରତିନିଧି,

Related posts

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

Sunil Chandra Nayak

ଅମିତା କାଡ୍ରାକା ହେଲେ କଲ୍ଯାଣସିଂପୁର ସମିତି ଅଧ୍ଯକ୍ଷା

Sunil Chandra Nayak

ମଦନପୁର ରାମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!