ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବିତ୍ର କୁରାଳ ପଞ୍ଚମୀ ପୂଜା ପାଳିତ

କାମାକ୍ଷାନଗର (ମସୀହା)29/11/22/ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ନୂଆ ଆଳୁତୁମା ଗ୍ରାମରେ କୁମ୍ଭକାର ସମାଜ ପାଳନ କରୁଛନ୍ତି ପବିତ୍ର କୁରାଳ ପଞ୍ଚମୀ l ଗଢାଶାଳରେ ପରମ ବ୍ରହ୍ମ ବିଷ୍ଣୁ ଭଗବାନ ଙ୍କ ପ୍ରତିମୂତ୍ତି ସ୍ଥାପିତ କରି ତହିଁରେ ଫୁଲ, ଚନ୍ଦନ,ଧୁପ, ଦୀପ, ନଡ଼ିଆ, କଦଳୀ ଓ କଞ୍ଚା କ୍ଷୀର ରେ ପୂଜାଚନା କରୁଛନ୍ତି lଏହି ପର୍ବ ମାର୍ଗଶିର ମାସର ଅମାବାସ୍ୟା ଯିବା ପାଞ୍ଚ ଦିନ ପରେ କୁରାଳ ପଞ୍ଚମୀ ପଡ଼େ, ଏହି ପରମ୍ପରା କେଉଁ ଆବାହମାନ କାଳରୁ ପୂର୍ବ ପୁରୁଷ ମାନେ ପାଳନ କରିଆସୁଛନ୍ତି ବୋଲି ଗ୍ରାମବାସୀ କହୁଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ବିଧାନସଭା ରେ ପ୍ରଶ୍ନ

Sunil Chandra Nayak

ମମତା ସାହୁ ଙ୍କ କବିତା ଆସ ଗୋ ମୌସୁମୀ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!