ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ସିଡ଼ିପିଓ ଯୋଗ ଦେଲେ

ତେନ୍ତୁଳିଖୁଣ୍ଟି:- 24/08/22- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀ ମତି ବିନୋଦିନି ପଟ୍ଟନାୟକ ଙ୍କ ଅବସର ପରେ ଦୀର୍ଘ7ମାସ ତେନ୍ତୁଳିଖୁଣ୍ଟି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ଭୋଇ ତେନ୍ତୁଳିଖୁଣ୍ଟି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦାୟିତ୍ଵ ରେ ଥିଲେ। ନୟାଗଡ଼ ଜିଲ୍ଲା ଡ଼ିଏସଡ଼ବ୍ଲୁ କାର୍ଯଳୟ ପ୍ରଗ୍ରାମ ଅଫିସର ଭାବେ କାର୍ଯ୍ୟ ରତ ସୁରମା ମହାପାତ୍ର ତେନ୍ତୁଳିଖୁଣ୍ଟି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାବେ ଯୋଗ ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ପିଲାଙ୍କୁ ସ୍କୁଲରେ ଜଗିବ ସିସି କ୍ୟାମେରା….

Sunil Chandra Nayak

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

ଜଣା ଅଜଣା….ଅଦ୍ଭୁତ ଓ ଆଶ୍ଚର୍ଯ୍ୟ !!

Sunil Chandra Nayak

Leave a Comment

error: Content is protected !!