ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ଖବର.. ଟାଟା ଷ୍ଟିଲରେ ବଡ ଦୁର୍ଘଟଣା

ଢେ଼ଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ କାରଖାନା ରେ ଘଟିଛି ବଡ ଅଘଟଣ l

ସୁଚନା ମୁତାବକ ବ୍ଲାଷ୍ଟ ଫର୍ଣେଶ ର ଷ୍ଟୀମ ଲାଇନ୍ ଫାଟି ଯିବାରୁ ଏଥିରେ 25ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଶ୍ରମିକ ଆହତ ହୋଇଛନ୍ତି l ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆବଶର ପ୍ରାପ୍ତ ଶିକ୍ଷକ ଙ୍କ ବିଧାୟ କାଳିନ ସମ୍ଭର୍ଦ୍ଧନା

masiha

ଆମ୍ବେଦକର ଜୟନ୍ତୀ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ନିଖିଳ ଉତ୍କଳ ନିର୍ବାହୀ ଅଧିକାରୀ ବିଡ଼ିଓ ଙ୍କ ଜରିଆରେ ଚାରି ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!