ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲେଡ ମାଡ଼ରେ ଯୁବତୀ ଗୁରୁତର

ନୂଆପଡା ଜ଼ିଲ୍ଲା ମିନିଷ୍ଟାଡିଅମ ସମ୍ମୁଖରେ ଥିବା ଫୋକଟ ପଡା ରେ ଅଭାବନୀୟ ଘଟଣା ଘଟିଛି । ଦୁଇଜଣ ଦୁର୍ବୁତ୍ତ ଏକ ମୋଟର ସାଇକେଲ ରେ ଆସି ତୀର୍ଥ ଅଦା ଙ୍କ ପୁଅ କୁ ଖୋଜାଖୋଜି କରିଥିଲେ । ହେଲେ ତୀର୍ଥ ଅଦାଙ୍କ ପୁଅ ମିଳିନଥିଲେ । ଏହି ସମୟରେ ତୀର୍ଥ ଅଦାଙ୍କ ଝିଅ ପୁଷ୍ପା ତାଙ୍କ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ବ୍ଲେଡ ମାଡ କରି ଫେର।ର ହୋଇଯାଇଥିଲେ । ହେଲେ ବ୍ଲେଡ ଟି ତଣ୍ଟି ରେ ନ ବାଜି ଗାଲରେ ବାଜିଥିଲା ଗୁରୁତର ଅବସ୍ଥାରେ ପୁଷ୍ପା ଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି ।ଖବର ପାଇଁ ନୂଆପଡା ପୋଲିସ ପହଁଛି ତଦନ୍ତ କରୁଛି । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ନନ୍ଦିନୀ ରାଉତ ଙ୍କ କବିତା ଶିଶିର ବିନ୍ଦୁ

Sunil Chandra Nayak

ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସତ୍ୟମ୍ ଶିବ ସୁନ୍ଦର

Sunil Chandra Nayak

Leave a Comment

error: Content is protected !!