ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲେଡ ମାଡ଼ରେ ଯୁବତୀ ଗୁରୁତର

ନୂଆପଡା ଜ଼ିଲ୍ଲା ମିନିଷ୍ଟାଡିଅମ ସମ୍ମୁଖରେ ଥିବା ଫୋକଟ ପଡା ରେ ଅଭାବନୀୟ ଘଟଣା ଘଟିଛି । ଦୁଇଜଣ ଦୁର୍ବୁତ୍ତ ଏକ ମୋଟର ସାଇକେଲ ରେ ଆସି ତୀର୍ଥ ଅଦା ଙ୍କ ପୁଅ କୁ ଖୋଜାଖୋଜି କରିଥିଲେ । ହେଲେ ତୀର୍ଥ ଅଦାଙ୍କ ପୁଅ ମିଳିନଥିଲେ । ଏହି ସମୟରେ ତୀର୍ଥ ଅଦାଙ୍କ ଝିଅ ପୁଷ୍ପା ତାଙ୍କ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ବ୍ଲେଡ ମାଡ କରି ଫେର।ର ହୋଇଯାଇଥିଲେ । ହେଲେ ବ୍ଲେଡ ଟି ତଣ୍ଟି ରେ ନ ବାଜି ଗାଲରେ ବାଜିଥିଲା ଗୁରୁତର ଅବସ୍ଥାରେ ପୁଷ୍ପା ଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି ।ଖବର ପାଇଁ ନୂଆପଡା ପୋଲିସ ପହଁଛି ତଦନ୍ତ କରୁଛି । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–ଅଧ୍ୟାୟ-୯

Sunil Chandra Nayak

ନାବାଳିକା ବେକରେ ଓଢଣୀ ଦେଇ ଆତ୍ମହତ୍ୟା

Sunil Chandra Nayak

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!