ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ହେଲେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା

ରାୟଗଡ଼ା – ୨୦୨୨ ପଂଚାୟତ ଇଲେକ୍ସନରେ ବିଜେଡ଼ି ରାୟଗଡାର ସବୁ ବ୍ଲକ ଅଧିକାର କରିବା ପରେ। ଏବେ ରାୟଗଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ଭାବେ ସରସ୍ୱତୀ ମାଝୀ ବିଜୟ ଲାଭ କରିଛନ୍ତି। ସୁଶ୍ରୀ ସରସ୍ୱତୀ ମାଝୀ , କାଶିପୁର ବ୍ଲକର ଗ ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ 

Related posts

ଘୋଡ଼ା ଛାପ ଥିବା ବ୍ୟାପକ ନକଲି ଦେଶୀ ମଦ ପାଉଚ୍ ଜବତ ! ୩ ଗିରଫ ! ଗୋଟିଏ ବୋଲେରୋ ଜବତ

Sunil Chandra Nayak

ବୌଦ୍ଧରେ ଦୁର୍ନୀତି ନିବାରଣ ସପ୍ତାହର ଚତୁର୍ଥ ଦିବସ

Sunil Chandra Nayak

ଭବାନୀପାଟଣା ରେ ଭାରତ ବନ୍ଦ ପାଳନ ପ୍ରଭାବଶାଳୀ

Sunil Chandra Nayak

Leave a Comment

error: Content is protected !!