ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ହେଲେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା

ରାୟଗଡ଼ା – ୨୦୨୨ ପଂଚାୟତ ଇଲେକ୍ସନରେ ବିଜେଡ଼ି ରାୟଗଡାର ସବୁ ବ୍ଲକ ଅଧିକାର କରିବା ପରେ। ଏବେ ରାୟଗଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ଭାବେ ସରସ୍ୱତୀ ମାଝୀ ବିଜୟ ଲାଭ କରିଛନ୍ତି। ସୁଶ୍ରୀ ସରସ୍ୱତୀ ମାଝୀ , କାଶିପୁର ବ୍ଲକର ଗ ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ ର ମୃତଦେହ

କେନ୍ଦ୍ରମନ୍ତ୍ରୀଙ୍କ ମାନସିକ ପୂରଣ ପରେ ପୂଜା ଅର୍ଚନା

Leave a Comment

error: Content is protected !!