ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନବରଙ୍ଗପୁର–(ମସିହା) ଜାତୀୟ ସେବା ଯୋଜନା ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି lଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମଲେଶ୍ୱରୀ ସାହୁ ସଭାପତିତ୍ୱ କରି ଯୋଗ ର ମହତ୍ୱ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ l ମହାବିଦ୍ୟାଳୟ ର କର୍ମଚାରୀ ଶ୍ରୀ ଭୁବନ ହରିଜନ ଯୋଗ ଶିକ୍ଷା ଦେଇଥିଲେ l ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୁନୀତା ପାତ୍ର ମଞ୍ଚ ପରିଚାଳନା କରିଥିଲେ l ଏଥିରେ ଜାତୀୟ ସେବା ଯୋଜନା ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନଙ୍କ ସମେତ ନୃପେନ୍ଦ୍ରନାଥ ଖୋସଲା, ତ୍ରିପତି ମାଳି, ରଞ୍ଜୁଷା କୁମାରୀ ପ୍ରହରାଜ,ଏମ ରୋହିଣୀ ରାଣୀ, ତାରାନୁମ ଆରା ପ୍ରମୁଖ ଉପସ୍ଥିତ ଥିଲେ l ମହାବିଦ୍ୟାଳୟ ର ବହୁସଂଖ୍ୟକ ଛାତ୍ରୀମାନେ ଯୋଗଦାନ ଦେଇଥିଲେ l କାର୍ଯ୍ୟକ୍ରମ ପରିଶେଷରେ ସ୍ବେଛାସେବୀ ତନୁକୁମାରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଧାନ କିଣାରେ କୋଟି କୋଟି ଟଙ୍କାର ଘୋଟଲା , ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ତଦନ୍ତ ଦାବୀ

Sunil Chandra Nayak

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

masiha

Leave a Comment

error: Content is protected !!