ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

ଆସିକା, ୮/୨/୨୫(ଶିବ ଶଙ୍କର ମିଶ୍ର) ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର 1974 ମେଟ୍ରିକ ବ୍ୟାଚ ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶାନ୍ତିଝର ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତେ ସାଂପ୍ରତିକ ପରିସ୍ଥିତିରେ ନିଜ ନିଜର ସାମାଜିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଧରାକୋଟ ବ୍ଲକର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ସୃଷ୍ଟି କରିଥିବା ଅନେକ ବିଜ୍ଞ ବ୍ୟକ୍ତିତ୍ଵ, ପ୍ରସନିକ ଅଧିକାରୀ,ରାଜନୈତିକ ବ୍ୟକ୍ତି , ଆଇନଜିବୀ ଯେଉଁମାନେ ଆଜି ସମାଜରେ ସୁପ୍ରତିଷ୍ଠିତ ସେମାନଙ୍କ ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନ କିପରି ଅଧିକ ସୁନାମ ଅର୍ଜନ କରିପାରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆଶିଷ ପାଣିଗ୍ରାହୀ,ଅରକ୍ଷିତ ପାତ୍ର,ଶଙ୍କର ଦାସ, କୃଷ୍ଣ ଚନ୍ଦ୍ର ସିଂହ,ଅଶୋକ ବରାଡ , କୃତିବାସ ସାହୁ,ବିପିନ ବିହାରୀ ଦାସ, ସିମାଞ୍ଚଳ ବେବର୍ତ୍ତା ଙ୍କ ସମେତ ସଂଖ୍ୟାଧିକ ସହପାଠୀ ଉପସ୍ଥିତ ରହିଥିଲେ। 

Related posts

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

କୋକସରା ଠାରେ ମା ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

masiha

କୋରାପୁଟ ଜିଲ୍ଲାପାଳ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଦର୍ଶନ କଲେ ଜିଲାପାଳ 

masiha

Leave a Comment

error: Content is protected !!