ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ବସ୍ତରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ

ଜୁନାଗଡ ୨୩/୦୬ (ମ ନି ସ) ଜୁନାଗଡ ବ୍ଲକ ଅନ୍ତର୍ଗତ ଚାରଭାଟି ପଞ୍ଚାୟତ ଠାରେ ମା ବସ୍ତରେନ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ସମାରୋହ ଅନଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ତାରା ଶଙ୍କର ରାଇଗୁରୁ,ସମ୍ବାଦ ପ୍ରତିନିଧି ବିଭୁ ପ୍ରସାଦ ପାଢ଼ୀ,ଚାରଭାଟି ପଞ୍ଚାୟତ ସମିତି ସଭ୍ୟ ହରିଶଙ୍କର ବେମାଲ, ସରପଞ୍ଚ ଶିବ ଶଙ୍କର ନାଏକ ଉପସ୍ଥିତି ଥିଲେ। ଫାଇନାଲ ମ୍ୟାଚ ମାଲିଗୁଡ଼ା ଏବଂ ତେନ୍ତୁଳଖୁଣ୍ଟି ମଧ୍ୟରେ ହୋଇଥିଲା। ଏହି ମ୍ୟାଚ ରେ ମଲିଗୁଡ଼ା ଟସ ଜିତି ପ୍ରଥମ ବ୍ୟାଟିଂ କରି ୧୨୦ ରନ୍ ର ଟାର୍ଗେଟ ଦେଇଥିଲେ, ଏହି ମ୍ୟାଚ୍ ରେ ମାଲିଗୁଡ଼ ବିଜୟୀ ହେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଇନ୍ଦ୍ରଜିତ ବାଣୁଆ, ନିଲାଞ୍ଚଲ ନାଏକ, ପ୍ରଦୀପ ମାଝୀ, ବଂଶୀଧର ଧଙ୍ଗଡା ମାଝି, ଖିତୀ ରଂଜନ ନାୟେକ, ଲବନ୍ତ ନାଏକ,ପ୍ରମୁଖ ମୁଖ୍ୟ ସହଯୋଗୀତା କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜାତୀୟ ଖେଳ ଦିବସ ପାଳିତ

Sunil Chandra Nayak

ଟାୱାର କ୍ଲବ ତରଫରୁ ରାଜ୍ୟ ସ୍ତରୀୟ ବ୍ୟାଟ ମିଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ       

Sunil Chandra Nayak

ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!