ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଆସନ୍ତା ଜୁଲାଇ ୭ ରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ “

ଭୁବନେଶ୍ୱର (୦୧/୦୭) : ଆସନ୍ତା ଜୁଲାଇ ୭ ରେ ସାରା ଓଡ଼ିଶା ରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ଅଧୁରା ପ୍ରେମ କାହାଣୀ । ଶୁଭାଶିଷ ଶର୍ମା , ପୁନମ୍ ଓ ସୂର୍ଯମୟୀ ଙ୍କ ଅଭିନୟ ତା ସାଙ୍ଗକୁ ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ଏମିତି ବହୁତ କଳାକାର ଙ୍କୁ ନେଇ ଅଧୁରା ପ୍ରେମ କାହାଣୀ ସିନେମା ଟି ରଜତ ଜ୍ୟୋତି ନିର୍ମାଣ କରିଛନ୍ତି। ନିକଟରେ ଆମର ମୁଜିକ ୟୁଟ୍ୟୁବରେ ଗୀତ ଗୁଡ଼ିକ ଓଡ଼ିଆ ସିନେ ପ୍ରେମୀ ଙ୍କୁ ମୁଗ୍ଧ କରିଛି ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଦର୍ଶକଙ୍କ ମନ ମୋହିଲା ନାଟକ : ବାଣ ହରଣ

Sunil Chandra Nayak

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପିତ

Sunil Chandra Nayak

‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ 

Leave a Comment

error: Content is protected !!