ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାରି ଯୁଆଦି ଅଟକ 

ନୂଆପଡା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନମହେଶ୍ୱର ଠାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ଚାରି ଯୁବକ ଅଟକ ରଖି ନୋଟିସ ଦିଆଯାଇଛି । ମହମ୍ମଦ ଇଦ୍ରୀଶ ଖାନ, ଗ୍ରାମ ସାନ ମହେଶ୍ୱର, ରାଜୁ ନେତାମ, ଗ୍ରାମ ଦେଓବାହାଲ, ମଧୁସୂଦନ ଶବର, ଗ୍ରାମ କୁଳୀଗା, ଉଗ୍ରେସନ ନାଗ, ଗ୍ରାମ ଟାଙ୍ଗିରି ପଡା । ସମ୍ପୃକ୍ତ ଚାରିଜଣ ଯୁବକ ଜୁଆ ଖେଳୁଥିବା ବେଳେ ଖଡ଼ିଆଳ ପୁଲିସ ଏସ ଆଇ ରାଜେଶ ଅଗସ୍ତି ଓ ପୁଲିସ କର୍ମଚାରୀ ସାମିଲ ଥିଲେ । ଜୁଆ ଆଡ୍ଡା ରୁ ୫୮୪୦ ଟଙ୍କା ଜବତ କରିବା ସହିତ ଦୁଇଟି ମୋଟର ସାଇକେଲ ଓ ଗୋଟିଏ ତାସ ଜବତ କରିଛନ୍ତି । ଚାରି ଯୁବକଙ୍କୁ ଅଟକ ରଖିଥିବା ବେଳେ ତଦନ୍ତ ଅଧିକାରୀ ଏ ଏସ ଆଇ ରେବତୀ ଦୁର୍ଗା ସୂଚନା ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

masiha

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

masiha

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ

masiha

Leave a Comment

error: Content is protected !!