ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରାବଣ ମାସରେ ଶୁଖିଲା ପଡିଛି ପୋଖରୀ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଅନେକ ଗ୍ରାମରେ ଥିବା ପୋଖରୀ ଗୁଡିକ ପାଣି ଅଭାବରୁ ଶୁଖିଲା ପଡିଛି ।ଶ୍ରାବଣ ମାସର ଆଗମନ ସ୍ୱତେ ବର୍ଷା ନ ହେବାରୁ ପୋଖରୀଗୁଡିକ ଶୁଖିଲା ପଡିଛି ।ବିଶେଷ କରି ଗ୍ରାମାଞ୍ଚଳର ଲୋକେ ମାନେ ପୋଖରୀ ଉପରେ ନିର୍ଭର କରିଥାନ୍ତି ।ପୋଖରୀଗୁଡିକ ରେ ପାଣି ନ ଥିବାରୁ ବହୁତ ହଇରାଣ ହେଉଛନ୍ତି ।ବିଶେଷ କରି ଜୁନାଗଡ଼ ବ୍ଲକର ପୁରୁଣାସର ଗ୍ରାମ,ବାରବେସାଲ ଗ୍ରାମ ଓ ଚିଲିଗୁଡା ଗ୍ରାମର ପୋଖରୀ ଗୁଡିକ ରେ ପାଣି ନାହିଁ ।ଲୋକଙ୍କ କହିବାନୁଯାୟୀ କେନାଲ ପାଣି ଆସିଲେ ପୋଖରୀଗୁଡିକ ରେ ପାଣି ଅଭାବ ରହିବ ନାହିଁ ।ମାତ୍ର କେନାଲରେ ପାଣି ଛଡ଼ା ଯାଇ ଥିଲେ ମଧ୍ୟ କେନାଲରେ ଘାଇ ଯୋଗୁଁ କେନାଲରେ ପାଣି ଛାଡିବା ବିଭାଗ ପକ୍ଷରୁ ବନ୍ଧ କରାଯାଇଛି ।କେନାଲ ପାଣି ଆସିଲେ ହି ପୋଖରୀଗୁଡିକ ରେ ପାଣି ଭର୍ତ୍ତି ହେବ ବୋଲି କହିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ , ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

masiha

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପଠାଇବାକୁ ଗୁହାରି କଲେ ପରିବାର

Sunil Chandra Nayak

Leave a Comment

error: Content is protected !!