ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିତ୍ସାଧିନ ଧନଞ୍ଜୟ ରାଉତ ଙ୍କୁ ଭେଟିଲେ ବିଏଚ୍ ଆର୍ ସି ଇଣ୍ଡିଆ ର ରାଜ୍ୟ ସଭାପତି

ଢେଙ୍କାନାଳ (ମ ସୀ ହା) ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଧନଜୟ ରାଉତ କାଠସଟରିଂ କାମ କଲା ବେଳେ 11KV ବିଦ୍ୟୁତ୍ ଲାଗି ତାଙ୍କର ଦୁଇହାତ ଓ ପିଠି ସମ୍ପୂର୍ଣ ଜଳିଯାଇଥିଲା l ଚିକିତ୍ସା ପାଇଁ ସେ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ l ଚିକିତ୍ସା କରାଇବା ପରେ ଦୁଇହାତ କାଟିବାକୁ ପଡିଥିଲା , ଏହାପରେ ଭାରତୀୟ ମାନବାଧିକାର ଆୟୋଗ ବିଏଚ୍ ଆର୍ ସି ଇଣ୍ଡିଆ ତରଫରୁ ଟ୍ୟୁଇଟ ଇମେଲ ମାଧ୍ୟମରେ ଅବଗତ କରାଇଥିଲେ କି ତୁରନ୍ତ ଉତ୍ତମ_ଚିକିତ୍ସା ଓ କ୍ଷତିପୂରଣ ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା କରାଯାଉ। ଏହାପରେ ଦୁଇଦିନ ପରେ ବିଏଚ୍ ଆର୍ ସି ଇଣ୍ଡିଆ , ର ରାଜ୍ୟ ସଭାପତି ପ୍ରସନ କୁମାର ଗୁରୁ ମେଡ଼ିକାଲରେ ପହଂଚି ସ୍ୱାସ୍ଥ୍ୟ ବିଷୟରେ ବୁଝି ଥିଲେ ,ଏବଂ ଯଥାଶୀଘ୍ର ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ସହଯୋଗ ମିଳୁବୋଲି ସରକାର ଙ୍କୁ ନିବେଦନ କରିଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ ପ୍ରସନ୍ନ କୁମାର ଗୁରୁ ଏପରି ଏକ ଦରଦୀ ମଣିଷ ଯିଏ କି ବିପଦ ଆପଦରେ ଫୋନ୍ କଲ୍ ଟିଏ ପାଇବା ମାତ୍ରେ ତୁରନ୍ତ ପାଖରେ ଠିଆ ହୋଇ ସାହାସ ଦିଅନ୍ତି, ସାହାର୍ଯ୍ୟ କରନ୍ତି l

ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଚାହୁଛନ୍ତି ନିମ୍ନ ଲିଖିତ ନମ୍ବର ସହ ଯୋଗାଯୋଗ କରି ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି lପ୍ରତାପ ରାଉତ ,Mob – 9090524745

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ ନାଲ ପାଣି ରେ ବୁଡି ମରିବା ଘଟଣା, ପ୍ରଶାସନ ପଦକ୍ଷେପ ୪ ଜଣ ଶିକ୍ଷକ ନିଲମ୍ବିତ

masiha

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ବରିଷ୍ଠ ଆଇନଜୀବୀ ବଳବନ୍ତ ଉଗ୍ରସେନ ପଟନାୟକଙ୍କ ପରଲୋକ , ରାୟଗଡ଼ା ଓ କାଶୀପୁର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!