ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ଯାଦବ ଭବନ ପାଇଁ ଶିଳାନ୍ୟାସ

ଧର୍ମଗଡ:୧୭/୩/୨୨: ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ଶ୍ରୀରାମ ପୁର ଠାରେ ଯାଦବ ଭବନ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି । ଯୋଗେଶ୍ୱର ଶ୍ରୀକୃଷ୍ଣ ସଂସ୍କାର କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ପାଳନ ଅବସର ରେ ଧର୍ମଗଡ ବିଧାୟକ ମୌଷଧୀ ବାଗ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୁର୍ବତନ ସଭାପତି ଡମ୍ବରୁ ଲହଜଲ, ଧନୁ ଗୋପାଲ, ଜିଲ୍ଲା ଯୁବ ଉପ ସଭାପତି ଡ଼ାକେଶ୍ୱର ଲହଜଲ, ସମ୍ପାଦକ ଲିଙ୍ଗରାଜ ବେହେରା, ଚାରଗଡ ଜିଲ୍ଲା ସଭାପତି କେନ୍ଦୁରାମ ଯାଦବ, ଶିବ ହାତୀ, ଟେକଚନ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଭବାନୀ ଖଡିକାର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

କବିତା ସାହୁ ଙ୍କ କବିତା ପୁନର୍ଜନ୍ମ

କାମାକ୍ଷାନଗରରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ

ବିଜୟ କୁମାର ଜେନା ଙ୍କ କବିତା ଗୋଟିଏ ଦିନର ଆୟୁଷ

Sunil Chandra Nayak

Leave a Comment

error: Content is protected !!