ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଗଡ଼ିଲା

କୋକସରା,୩୦/୧୧- କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଲଡୁଗାଁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ପତାକା ଦେଖାଇ ଉଦଘାଟନ କରିଛନ୍ତି। ପୁରୁଷ ବନ୍ଧ୍ୟାକରଣର ସହଜ ଫଳପ୍ରଦ ଓ ସୁରକ୍ଷିତ ଉପାୟର ବିଭିନ୍ନ ଦିଗ ପ୍ରତି ଏହି ରଥ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବ। ଏହି ରଥ ଉଦଘାଟନ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ନୟନ ସ୍ୱାଇଁ, ସୁପର ଭାଇଜର କେତନ ପାତ୍ର, ଆଶା କର୍ମି ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ଓ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମଣିଷ ଲେଖୁଛି ଆତ୍ମକାହାଣୀ

Sunil Chandra Nayak

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ପଡିଆହତ ଥିବା ବେଳେ ଚିକିତ୍ସିତ ଅବସ୍ଥା ରେ ଆଜି ବାହୁଡା ଯାତ୍ରା ଦିନ ତାଙ୍କ ମୃତ୍ୟୁ

Leave a Comment

error: Content is protected !!