ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ 2023 ସିନିୟର ରେ ପ୍ରଥମ ସ୍ଥାନ ରେ ବିଜୟ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ

ଭବାନୀ ପାଟଣା -: 12th ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ 2023 ଓଡିଶା ରାଇଫଲ ଏସୋସିଏସନ ତରଫ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଇଫଲ ସୁଟିଂ ସିନିୟର ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ଅରବିନ୍ଦ ସାହୁ । ସେ .22 ପଚାଶ ମିଟର ରାଇଫଲ 3p ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରି ସ୍ଵର୍ଣ୍ଣ ପଦକ ରେ ସମ୍ମାନିତ ଥିବା ବେଳେ .22 ଓପନ ସାଇଡ ରାଇଫଲ ପଚାଶ ମିଟର ରେ ଦ୍ଵିତୀୟ ସ୍ଥାନ ରେ ବିଜୟ ଲାଭ କରି ରୋପ୍ୟ ପଦକ ରେ ସମ୍ମାନିତ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲା ରେ ଖୁସି ର ଲହରି ଖେଳି ଯାଇଛି ।

ନରେନ୍ଦ୍ର ଖିତି ଙ୍କ ସହ ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୁହିକ ଶପଥପାଠ

Sunil Chandra Nayak

ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନି ସମାରୋହ ଅନୁଷ୍ଠିତ

masiha

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

Leave a Comment

error: Content is protected !!