ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ

କଟକ : କଟକ ସଦର ବୟାଳିଶମୋଜା କଳପଡା ପଚାଂୟତରେ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଉପସ୍ଥିତିରେ ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥାର ସଚେତନତାର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିପିସି ମିଶନ ଶକ୍ତି ସ୍ବାଗତିକା ପରିଡା, ସିଡିପିଓ ରଶମିତା ମହାନ୍ତି, ବିପିସି ମିଶନ ଶକ୍ତି ନିବେଦିତା ବିଶ୍ବାଳ, ବିଜେଡି ସଭାପତି ପ୍ରମୋଦ ମହାପାତ୍ର,ଡାକ୍ତର ଅରବିନ୍ଦ ନନ୍ଦ , ଚେ଼ୟାରମ୍ୟାନ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲା ପରିଷଦ ସସ୍ମିତା ମାହାଥ୍ରା, ଆଶାଲତା ବେହେରା,ମିଶନଶକ୍ତି କୋଡିନେଟର ଶରତ ରାୟ, ସରୋଜ ନାୟକ, ସମିତି ସଭ୍ୟା ପିଙ୍କି ଭୋଇ, ସ୍ଥାନୀୟ ସରପଂଚ ସବିତା ମାଝୀ,ସମର ବେହେରା,ବିଭୁତି ପରିଡା,ସମସ୍ତ ବ୍ୟାଙ୍କ ମ୍ୟାନେଜର, କଟକ ସଦର ସମସ୍ତ ବିଏଲସି,ଉକ୍ତ ଅଚଂଳର ସମସ୍ତ ଏମବିକେ, ବ୍ୟାଙ୍କ ମିତ୍ର, ସମସ୍ତ ସିଆରପି ପ୍ରମୁଖ ଉପସ୍ଥିତଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବୀର ବାଲ ଦିବସ ପାଳିତ

masiha

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

masiha

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!