ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାରିବାରିକ କଲହ କୁ କେନ୍ଦ୍ର କରି ଯୁବକ ଙ୍କୁ ଛୁରୀ ମାଡ

ଗୋଳାମୁଣ୍ଡା/ମସିହା/ତା୧୯/୩/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡଙ୍ଗରିଗୁଡା ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଘଟିଛି । ଡଙ୍ଗରିଗୁଡା ଗ୍ରାମ ନାଗେଶ୍ଵରୀ ଅଘରିଆ ଙ୍କ ପୁଅ ପ୍ରତାପ ଅଘରିଆ ବୟସ 20 ଙ୍କୁ ଏକ ଗ୍ରାମ୍ୟ ସଭାରେ ଯୋଗ ଦେବାକୁ କହି ଡାକି ନେଇ ଥିଲେ, ସେହି ସଭାରେ ଦିବାକର ଅଘରିଆ ଙ୍କ ପୁଅ କୁରେଶ୍ଵର ଅଘ୍ରିଆ ଛୁରୀ ମାରିଥିବା ସୁଚନା ମିଳିଛି । ସଙ୍ଗେ ସଙ୍ଗେ ପରିବାର ଲୋକେ ପ୍ରତାପ ଅଘରିଆ ଙ୍କୁ ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ । ପ୍ରତାପ ଅଘରିଆ ଙ୍କ ବେକ ଓ ହାତରେ ଛୁରୀ ମାଡ ହୋଇଥିବା ବେଳେ ସ୍ଵାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା ଦେଖି ଉପଖଣ୍ଡ ଚିକିତ୍ସାଳୟ କୁ ରେଫର ହୋଇଥିବା ସୁଚନା ମିଳିଛି । ପରିବାର ଲୋକେ ଗୋଲାମୁଣ୍ଡା ଥାନା ରେ ଲିଖିତ ଏତଲା ମଧ୍ୟ ଦେଇଛନ୍ତି ଏବଂ ପ୍ରଦୀପ ଅଘରିଆଙ୍କ ଓ ମହିଳା ଜଣକଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଗୋଲାମୁଣ୍ଡାବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍,

Related posts

ଭିଜିଲାନ୍ସ ଜାଲରେ କଲମପୁର ଶିକ୍ଷା ବିଭାଗର ମୁଖ୍ୟ କିରାଣୀ , ଶିକ୍ଷା ବିଭାଗ ରେ ଲାଗିଲା ଦାଗ

Sunil Chandra Nayak

ମା ପୁଅଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Sunil Chandra Nayak

ଭିଜିଲାନ୍ସ ଯନ୍ତାରେ ଲାଞ୍ଚୁଆ ରରୁଆଁ ତହସିଲଦାର ଏବଂ ଅମିନ

Leave a Comment

error: Content is protected !!