ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଃଖର କଳାବାଦଲ ତଳେ ତୁମରା ହଂସ ପଡ଼ାର ଅନାଥ କୁନ୍ଦି କୁନ୍ତଲା ଓ ସାବତ ମାଆର କାହାଣୀ

-ମାଁ ଚାଲିଗଲା ତାହାରି ପଛରେ  ବାପା ବି ଚାଲିଗଲେ, ପରେ ସାବତ ମାଁଙ୍କ ପାଖ ରେ ଅଛନ୍ତି କୁନ୍ତଳା ହଂସ 
-ଆହା ବୋଲିବାକୁ କେହି ନାହିଁ କି ସାହା ହେବା ପାଇଁ ସରକାର ବ୍ୟତୀତ କେହି ନାହିଁ
-କୁଳିମଜୁରୀ କଲେ ଚୁଲି ଜଳେ ନ ହେଲେ ଉପାସରେ ଦିନ କଟେ

ଗୋଲାମୁଣ୍ଡା/29/7/23/ନିର୍ଭୟ /ନିରପେକ୍ଷ ମସିହା /ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରୀ ପଞ୍ଚାୟତ ତୁମୁରା ଗ୍ରାମର ଉଦ୍ଧବ ହଂସଙ୍କ ପରିବାର ରେ ଦୁଃଖଦ ଘଟଣା, ସ୍ବର୍ଗତ ଉଦ୍ଧବ ହଂସ ଘର ଶଂସାର ପାଇଁ ପ୍ରଥମେ ମଙ୍ଗଲେ ହଂସ ଙ୍କ ସହ ସଂସାର ତିଆରି କରିଥିଲେ, ଗୋଟିଏ ପୁଅ ଓ ଦୁଇଟି ଝିଅ ଜନ୍ମ ହେଲା ପରେ ମାଁ ମଙ୍ଗଳେଙ୍କର ମୃତ୍ୟୁଘଟିଥିଲା , ପୁଅ ଝିଅଙ୍କ ସାହାରା ଦେବା ପାଇଁ ଉଧବ ଦ୍ୱିତୀୟ ସ୍ତ୍ରୀ ଭାବରେ ପଦିକା ସହିତ ସମ୍ପର୍କ ହେବାରୁ ଦ୍ୱିତୀୟ ସ୍ତ୍ରୀର ଗର୍ଭରେ ପୁଅ ଏବଂ ଝିଅ ଟିଏ ଜନ୍ମ ହେଲା ପରେ ଉଦ୍ଧବ ହଂସ ଙ୍କର ମଧ୍ୟ ମୃତ୍ୟୁ,ବାପା ଙ୍କ ମୃତ୍ୟୁ ପରେ ପ୍ରଥମ ସ୍ତ୍ରୀର ପୁଅ ଦୟାନିଧି ହଂସ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ଆଉଜଣେ ଝିଅ ଘର ସଂସାର ପରେ ତୃତୀୟ ଝିଅ କୁନ୍ତୁଳା ଜଣେ କୁନ୍ଦି, କଥା କହି ନ ପାରିବାରୁ ବିକଳାଙ୍ଗନେଇ ସରକାର ଭତ୍ତା ସାତ ଶହ ଓ ଚାଉଳ ଯୋଗାଇ ଦେଇଛନ୍ତି, ଦ୍ୱିତୀୟ ସ୍ତ୍ରୀ ପଦୀକା ବେୱା ଙ୍କ ହସଖୁସିର ସଂସାର ଥିଲାବେଳେ ସ୍ୱାମୀଙ୍କର ମୃତ୍ୟୁ ହେବାରୁ କୁନ୍ଦି କୁନ୍ତଲା ଓ ନିଜର ପୁଅ ରିଖିରାମ ହଂସ (18)ତିନି ପରିବାର କୁଳି ମଞ୍ଜୁରୀ କଲେ ଚୁଲି ଜଳେ ସରକାରୀ ରାସନ ଚାଉଳରେ ତିନି ପରିବାରଙ୍କ ପ୍ରତିପୋଷଣ ବାଧାପ୍ରାପ୍ତ ତେଣୁ ବ୍ଲକ ପ୍ରାଶାସନ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି ହେଉଛି, ଏହି ସମ୍ପକରେସ୍ଥାନୀୟ ସରପଞ୍ଚ ଜଗୁଜୀବନ ଅଘରିଆ ଓ ୱାର୍ଡ଼ ମେମ୍ବର କମଲା କାନ୍ତ ହଂସ ଙ୍କୁ ଫୋନ ଯୋଗେ ପଚାରିବାରୁ ଉଭୟେ କହିଛନ୍ତି ଯେ ଅଳ୍ପ ଦିନ ମଧ୍ୟରେ ଅନ୍ତଦ୍ୱୟ ଚାଉଳ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି, ତେବେ ଦେଖିବାକୁ ବାକି ରହିଲା ସରପଞ୍ଚ ଙ୍କ ପ୍ରତିଶୃତି।

ଗୋଳାମୁଣ୍ଡା ବ୍ଲକ ରୁରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମ.ରାମପୁର ବ୍ଲକ କୃଷି ବିଭାଗ:ମାଣିକେରା କୃଷି ଅଧିକ୍ଷକଙ୍କ ନୂଆଖାଇ ଛୁଟି ସରିନି , ଉତ୍କଟ ରୋଗପୋକରେ ଧାନଚାଷ:ମିଳୁନି ଠିକ୍ ପରାମର୍ଶ

masiha

ଡକ୍ଟର ସଦାଶିବ ତ୍ରିପାଠୀ ଙ୍କ ଜୟନ୍ତୀ ପାଳନ

masiha

ଉତ୍ତମ ଚରିତ୍ର ଓ ଯୌଥ ପରିବାରର ମହତ୍ତ୍ୱ ଉପରେ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!