ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏରଞ୍ଚ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ବୃକ୍ଷରୋପଣ

 କଟକ : କଟକ ସଦର ବୟାଳିଶମୌଜା ବେଣ୍ଟକାର ପଞ୍ଚାୟତ ଅନ୍ତର୍ଗତ ଏରଞ୍ଚ ଗ୍ରାମସ୍ଥିତ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ ହେବା ସହିତ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାବିତ୍ ସ୍ବାଧୀନ ଶେଖର ଷଡଙ୍ଗୀ,ଲଳିତ ରଜଂନ ପତି,ରବିନ୍ଦ୍ର ମହାନ୍ତି,ଦିଲ୍ଲୀପ କୁମାର ପତି, ଅନୁପମ ପତି,ତରୁଣ ଭୋଇ,ଟିକିମ ଭୋଇ,ବିକାଶ ଭୋଇ,ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଟେଵଲ ଟପ ଏକ୍ସରସାଇଜ ଓ ମକ ଡ୍ରିଲ୍ଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଛଅ ମାସପୂର୍ବରୁ ପାଣିଟାଙ୍କି ଉଦ୍ଘାଟନ , କାର୍ଯ୍ୟକ୍ଷମ ଶୂନ୍ୟ

Sunil Chandra Nayak

Leave a Comment

error: Content is protected !!