ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା, ପଦଯାତ୍ରା ଓ କବିତା ପାଠୋତ୍ସବ

୭୭ ତମ ସ୍ୱାଧୀନତା ଦିବସ , ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା, ପଦଯାତ୍ରା ୧୫-୦୮-୨୦୨୩ (ମଙ୍ଗଳବାର) ସ୍ଥାନ ଚକେଇସିଆଣି ଲକ୍ଷ୍ମୀନାରାୟଣ ମନ୍ଦିର ପାଖ ସଭାପତି ଶ୍ରୀ ଚକ୍ରଧର ତ୍ରିପାଠୀ ଙ୍କ ବାସଭବନ ଠାରେ ପାଳିତ ହେବାକୁ ଯାଉଛି, ସମୟ ସକାଳ ୦୮:୦୦ ଜାତୀୟ ପତାକା ଉତ୍ତୋଳନ ଅଭିବାଦନ ଗ୍ରହଣ ଉଦବୋଧନ ଜାତୀୟ ସଙ୍ଗୀତ ଗାନ , କବିତା ପାଠୋତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହେବ।  

ଦ୍ଵିତୀୟ କାର୍ଯ୍ୟକ୍ରମ ଶିଳ୍ପାଞ୍ଚଳ ବିଦ୍ୟାଳୟ, ଇ ଡି କୋ କଲୋନୀ ,ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ Mancheswar ଠାରେ ବିଦ୍ୟାଳୟ ସ୍ତରୀୟ କୌତୁକ ପୋଷାକ , ଦେଶାତ୍ମବୋଧକ ସଙ୍ଗୀତ ଗାନ, ଭାଷଣ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯିବ ।

 ଏତତ୍ ବ୍ୟତୀତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ତିନି ଜଣ ଛାତ୍ରଛାତ୍ରୀ ଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ମଧୁସ୍ମିତା ମେଧା ସମ୍ମାନ ରେ ସମ୍ମାନିତ କରାଯିବ। ଓଡିଶା ର ସମସ୍ତ ଜିଲ୍ଲା ର ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ର କାର୍ଯ୍ୟକର୍ତ୍ତା ମନକୁ ଅନୁରୋଧ ସେଇମାନେ ନିଜ ନିଜ ସ୍ତରରେ ଅନୁଷ୍ଠାନ ର ବ୍ୟାନ୍ର ଦେଇ କାର୍ଯ୍ୟକ୍ରମ କରିବେ। କାର୍ଯ୍ୟକ୍ରମ ର ଫୋଟ ପ୍ରମାଣ ( ପାଞ୍ଚୋଟି) ପଠାଇଲେ ଆଗାମୀ ଗାନ୍ଧୀ ଆଦର୍ଶ ସମ୍ମାନ କାର୍ଯ୍ୟକ୍ରମ ରେ ସେମାନଙ୍କୁ ପୁରସ୍କୃତ କରାଯିବ। ସର୍ବଶେଷ କଥା ଜାଣିବା ପାଇଁ ସଭାପତି ଚକ୍ରଧର ତ୍ରିପାଠୀ-୯୪୩୭୩୦୧୯୦୬ ଯୋଗାଯୋଗ କରିବା ପାଇଁ ଅନୁରୋଧ।

ଫୋଟ ପ୍ରମାଣ ପଠାଇବା ପାଇଁ ନମ୍ବର-୯୬୫୮୭୧୧୧୧୭

Related posts

ବାଲିଆପାଳ ସ୍ବାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ବାଣପୁର ମା ଭଗବତୀଙ୍କ ପୀଠ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନ କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନୁମୋଦନ

Sunil Chandra Nayak

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଙ୍କ ଭୂମିକା ଅତୁଳନୀୟ

Leave a Comment

error: Content is protected !!