ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ

କାମାକ୍ଷାନଗର (ମନିସ )1/8/23 // କଙ୍କଡାହାଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି +2 କଳା ଶ୍ରେଣୀ ରେ ନାମ ଲେଖାଇ ଥିବା ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଛି,ଅଧକ୍ଷ ପ୍ରସନ୍ନ କୁମାର ସାହୁ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବା ସହିତ ଅନୁଷ୍ଠାନ ର ଇତିହାସ ଓ ଉପଲବ୍ଧ ସୁବିଧା ସୁଯୋଗ ଉପରେ ପରିଚିତ କାରା ଯାଉଥିଲା ,ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ପରିଚୟ ପ୍ରଦାନ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କୁ ନିଜସ୍ଵ ବିଷୟ ଓ ଏତି ସହିତ ସଂଲଗ୍ନ ଭବିଷ୍ୟତ ସୁଯୋଗ ଉପରେ ଆଲୋକ ପାତ କରିଥିଲେ,ଏହା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡ କ୍ରସ ଜାତୀୟ ସେବା ଯୋଜନା କ୍ରୀଡା ଛାତ୍ର ବୃତ୍ତି ଭବିଷ୍ୟତ ନିଯୁକ୍ତି ଚୟନ ଓ ପରୀକ୍ଷା ପଦ୍ଧତି ଉପରେ ଦିଗ୍ ଦର୍ଶନ ପ୍ରଦାନ କରାଯାଇଥିଲା,ଅଧ୍ୟାପକ ପ୍ରେମାନନ୍ଦ ନାୟକ,ଲକ୍ଷ୍ମୀକାନ୍ତ ଶତପଥୀ ଅଜୟ କୁମାର ଚିନାରା ଅଧ୍ୟାପିକା ମଧୁସ୍ମିତା ନନ୍ଦ, ରାକା ବେନ୍ ପତି ଓ ଝୁନୁ ରାୟ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵ ପରିଚୟ ପ୍ରଦାନ ସହିତ ଅନୁଷ୍ଠାନ ର ନୀତି ନିୟମ ଓ ଶୃଙ୍ଖଳା ମାନି ଚାଲିବାକୁ ପରାମର୍ଶ ଦେଇ ଥିଲେ,କର୍ମଚାରୀ ବସନ୍ତ ସାହୁ ବସନ୍ତ ଦାସ ଅଭୟ ସାହୁ ନୀଳାମ୍ବର ପରିଡ଼ା ପ୍ରଦୀପ ବେହେରା ରବି ମହନ୍ତ ନିର୍ଜରିଣି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

masiha

ରାଜପୁର ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!