ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

ରାଉରକେଲା/ ନିଜ ଜନ୍ମ ଦିନରେ ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଆରଜିଏଚ ଠାରେ ରକ୍ତ ଆବଶ୍ୟକ ହେଉଥିବା ଜଣେ ନାବାଳିକା ମଞ୍ଜୁ ମୁଣ୍ଡାରୀ (୧୬) ଙ୍କୁ ଶ୍ରୀ ପଣ୍ଡା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି। ଏହା ଶ୍ରୀ ପଣ୍ଡାଙ୍କର ୧୧୩ତମ ରକ୍ତଦାନ । ସୂଚନାଯୋଗ୍ୟ ଯେ ଶ୍ରୀପଣ୍ଡା ଙ୍କ ମା’ଙ୍କର ମାତ୍ର ୨୬ବର୍ଷ ବୟସରେ ରକ୍ତହୀନତା ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ସେଥିପାଇଁ ସେ ନିଜର ସଂକଳ୍ପ ଯୋଗୁଁ ରକ୍ତପାଇଁ ଯେପରି କାହାର ଜୀବନ ହାନୀ ନହେଉ ଏଥିପାଇଁ ସେ ଯୁକ୍ତ ୨ ପାଠ ପଢିବା ସମୟରୁ ରକ୍ତଦାନ କରିବା ସହ ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

ଏନ ଏସ ଏସ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ

Sunil Chandra Nayak

ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

masiha

Leave a Comment

error: Content is protected !!