ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ବସ ‘ ସେବା ଡ୍ରାଇଭରଙ୍କୁ ମାଡ ଥାନାରେ ଅଭିଯୋଗ

 କଟକ : ‘ମୋ ବସ ‘ ସେବା ଗତକାଲି ଦିନ ପ୍ରାୟ ୪ ଘଟିକା ସମୟରେ ‘ମୋ ବସ୍’ ସେବା (ରୁଟ ନମ୍ବର ୮୩ )ଧବଳେଶ୍ବର ରୁ ୪୨ମୋଜା ଅଚଂଳ ଦେଇ ପ୍ରତ୍ୟେକ ଦିନ କନ୍ଦରପୁରକୁ ଯାତାୟତ କରେ ଗତକାଲି ପାସେଞର ନେଇକି ନୂଆପଡାସ୍ଥିତ ଘାଟକୂଳ ବଜାର ଦେଇ ୪୨ମୋଜା ଅଭିମୁଖେ ବସ୍ ଯାଉଥିବା ବେଳେ ଜୈନକ ବ୍ୟକ୍ତି ତାଙ୍କ ବସ୍ ଅଟକାଇ ଡ୍ରାଇଭର ପ୍ରକାଶ କୁମାର ଭଦ୍ର(୩୨)ଙ୍କୁ ମାଡ ମାରିଥିବା ଘଟଣାକୁ ନେଇ ମଧୁପାଟଣା ଥାନାରେ କେଶ ନମ୍ୱର ୨୭୦/୨୦୨୩ରେ ଆଜି ଲିଖିତ ଅଭିଯୋଗ ହୋଇଛି। ଏ ନେଇ ଥାନା ଅଧିକାରୀ ତୁଷାର ସେଠୀ ଘଟଣାର ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି ବୋଲି ଜଣାପଡିଛି। ଏଥିରେ ଡ୍ରାଇଭରଙ୍କ ମୁହଁ ରେ ଆଘାତ ଲାଗିଥିବା ଜଣାପଡିଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ଚତୁର୍ଥ ଦିନ ପ୍ରତିଧ୍ଵନି ର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେଲା     ୦୮ ଗୋଟି ପୋଥି ସଂଗୃହୀତ 

masiha

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!