ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଣତି ପଟ୍ଟନାୟକ କନ୍ଦରପୁର କଲେଜର ନୂତନ ଅଧ୍ୟକ୍ଷା

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜର ଅଧ୍ୟକ୍ଷା ଭାବରେ ପ୍ରଣତି ପଟ୍ଟନାୟକ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଅର୍ଥନୀତି ବିଭାଗର ପ୍ରଧ୍ୟାପିକା ଥିବା ଶ୍ରୀମତୀ ପଟ୍ଟନାୟକ ବିଦାୟୀ ଅଧ୍ୟକ୍ଷଙ୍କ ପରେ ଦାୟିତ୍ଵରେ ଥିଲେ ମଧ୍ୟ ସରକାରୀ ଭାବରେ ଆର୍ଥିକ କ୍ଷମତା ପାଇନଥିଲେ ହେଲେ ବିଧିବଦ୍ଧ ଭାବେ ସବୁ କ୍ଷମତା ପାଇଲା ପରେ ଆଜି ଅଧ୍ୟକ୍ଷ ଚୌକିରେ ବସିଥିଲେ। ଏହି ସମୟରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

 

Related posts

ଅଯୋଧ୍ୟା ରେ ରାମଲାଲା ଙ୍କ ଦର୍ଶନ ପାଇଁ ହଜାରେ କିମି ପଦଯାତ୍ରା

masiha

ବର୍ଷାରେ ଭିଜିଲା ଧାନ ,ମଣ୍ଡି ଖୋଲା ହେଲେ , ପଡୁନି ଧାନ ,ଚିନ୍ତାରେ ଚାଷୀ

masiha

ଶାନ୍ତପୁର ପେକ୍ସ୍ ଠାରେ ଏଜିବି ୨୦୨୩,ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!