ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ

ନୂଆପଡା ଜିଲ୍ଲା ସିନାପାଲି ଥାନା ରେ ନୂତନ ଥାନାଧିକାରୀ ଭାବରେ ରଶ୍ମିତା ପ୍ରଧାନ ଯୋଗଦାନ କରିଛନ୍ତି। ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଙ୍କ ନବରଙ୍ଗପୁର ବଦଳି ପରେ ଏହି ପଦବୀ ଖାଲି ଥିଲା ପରେ ରଶ୍ମିତା ଯୋଗଦାନ କରିଛନ୍ତି। ସିନାପାଲି ବ୍ଲକ ଛତିଶଗଡ଼ ସୀମାରେ ରହିଥିବା ବେଳେ ଏଠାରେ ପେଟ୍ରୋଲିଂ କଡ଼ା କଡି କରାଯିବା ସହ ଶାନ୍ତି ବଜାୟ ରଖିବା ସହ ସମନ୍ୱୟ ରକ୍ଷା କରି ଜନସାଧାରଣ ଙ୍କ ଅଭିଯୋଗ କୁ ଗୁରୁତ୍ବ ଦେଇ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟ କରାଯିବା ସହିତ ସିନାପାଲି ଥାନାକୁ ଏକ ଆଦର୍ଶ ଥାନାରେ ପରିଗଣିତ କରିବା ପାଇଁ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ ଶହୀଦ ବୀର ବାଜିରାଉତଙ୍କ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୫ ଅନୁଷ୍ଠିତ

Sunil Chandra Nayak

ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

masiha

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

Sunil Chandra Nayak

Leave a Comment

error: Content is protected !!