ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାରାଜ ହୋଟେଲ ମାଲିକଙ୍କ ମୃତ୍ୟୁବରଣ

 ନୁଆପଡା ଜିଲ୍ଲା ଖଡ଼ିଆଳ ୩୫୩ ନଂମ୍ବର ଜାତୀୟ ରାଜପଥ କଡ଼ରେ ଘର କରି ହୋଟେଲ ବ୍ୟବସାୟ କରି ଆସୁଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅ ସେହି ବ୍ୟବସାୟ କରୁଛନ୍ତି। ଖଡ଼ିଆଲ ର ସର୍ବ ପୁରାତନ ହୋଟେଲ ବ୍ୟବସାୟୀ ରୂପେ ପରିଚିତ। ସେ ୧୯୩୯ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୮୪ ବର୍ଷ ରେ ତାଙ୍କ ମୃତ୍ୟୁ ହୋଇଅଛି। ସେ ଜଣେ ସଚୋଟ ଏବଂ ସ୍ପଷ୍ଟଵାଦୀ ମଣିଷ ଥିଲେ। ଉତ୍ତରପ୍ରଦେଶ ରୁ ଖଡ଼ିଆଳ କୁ ଆସି ବ୍ୟବସାୟ କରିଥିଲେ ବେଳେ ତାଙ୍କ ଦୁଇ ପୁଅ ମଧ୍ୟ ବ୍ୟବସାୟ କରୁଛନ୍ତି। ସୋମବାର ତାଙ୍କ ଶେଷକୃତ୍ୟ ସଂମ୍ପର୍ଣ୍ଣ ହେବ। ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଛ ପଟେ ଥିବା ମୁକ୍ତିଧାମ ରେ ଶେଷକୃତ୍ୟ ଅନୁଷ୍ଠିତ ହେଇଛି। ରାଜକୁମାର ତ୍ରିବେଦୀଙ୍କ ମୃତ୍ୟ ନେଇ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ପେନସନଭୋଗୀଙ୍କ ବାର୍ଷିକ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକର କଂଗ୍ରେସ କମିଟି ଗଠିତ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ , ଧର୍ମଗଡ ବ୍ଲକ ର ସାଂଗଠାନିକ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!