ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦ ପକ୍ଷରୁ ବେହେରା ଗୁଡା ଗ୍ରାମରେ ସାଂଗଠନିକ ସଭା ଅନୁଷ୍ଠିତ

ଗୋଲାମୁଣ୍ଡା /13/8/23/ନିର୍ଭୟ /ନିରପେକ୍ଷ ମସିହା /ଆଜି ରବିବାର ଦିନ ଗୋଲାମୁଣ୍ଡା ବ୍ଲକ ଅନ୍ତର ଗତ ଦଶପୁର ଜୋନ ଓ ଖମାର ହଳଦୀ ଗ୍ରାମରେ ଡ଼ମ୍ବ ସମାଜ ବିକାଶ ପରିଷଦର ଏକ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭା ବ୍ଲକ ସଭାପତି ରାମକୁମାର ସେନାପତିଙ୍କ ନେତୃତ୍ୱରେ ସଭା ପରିଚାଳନା ହେବା ସହିତ ବେହେରାଗୁଡାରେ ନୃତନ ମହିଳା ମଣ୍ଡଳ ଗଠନ ହୋଇଥିଲା, ଏହି ମହିଳା ମଣ୍ଡଳର ନାମ ଡ଼କ୍ଟର ଆମ୍ବେଦକର ମହିଳା ମଣ୍ଡଳ ନାମ କରଣ ହୋଇ ଥିଲା ।ସମ୍ମାନିତ ଅତିଥି ଦଶପୁର ଜୋନ ସଭାପତି ଭୁବନେଶ୍ୱର ନିଆଲ, ସମ୍ପାଦକ ଭାଗ୍ୟବାନ ବାଗ, ଫରଙ୍ଗ ଜିପି ସଭାପତି ଉଦିଆ ନିଆଲ, ସାମ୍ବାଦିକ କପୁରଚନ ସେଠିଆ, ମହାଦେବ ମହାନନ୍ଦ, କଳିନ୍ଦ୍ର ମଙ୍ଗରାଜ,ଅଲେଖ ଜାଲ,ଡ଼ମ୍ବ ସମାଜ ଜମ୍ବାଦାର ଭୁବନେଶ୍ୱର ସୁନାନୀ ଙ୍କ ଉପସ୍ଥିତରେ.ନୃତନ ମହିଳା ସଭା ନେତ୍ରୀ ମରିୟମ ନିଆଲ, ଉପସଭାନେତ୍ରୀ ଶୋଭା ନିଆଲ, ସମ୍ପାଦକ ମଞ୍ଜୁଲତା ନିଆଲ,ଓ 33ଜଣ ସଦସ୍ୟା ଙ୍କ ନାମ ଦଶପୁର ଜୋନ ସମ୍ପାଦକ ଭାଗ୍ୟବାନଙ୍କ ଦ୍ୱାରା ଘୋଷଣା ହୋଇ ଥିଲା ବେଳେ   ହଳଦୀ ଗ୍ରାମ ପଂଚାୟତର ଡ଼ମ୍ବ ସମାଜ ସଭାପତି ପୃଥ୍ୱୀରାଜ ତାଣ୍ଡି,ଓ ସମ୍ପାଦକ ଜନ୍ମେ ଜୟ ନାଏକ ଉଭୟେଙ୍କ ଦ୍ୱାରା ଆଜିକାର ସଭା ପରିଚାଳନା ହୋଇ ଥିଲା, ପରିଶେଷରେ ସମ୍ପାଦକ ଭାଗ୍ୟବାନ ବାଗସଭା ସାଙ୍ଗ କରି ଥିଲେ 

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ କମିଟି ଗଠିତ 

masiha

ପେଙ୍ଗୁଇନ ଖଣି କମ୍ପାନୀର ରାଇକଳା (କୋଇଡା) ଖଣି ଠିକାଦାର ମାନଙ୍କ ଦ୍ବାରା ଶ୍ରମିକ ଶୋଷଣ ଓ ତ୍ରିପାକ୍ଷୀୟ ଚୁକ୍ତିନାମା ଲାଗୁ ନ କରିବା ପ୍ରତିବାଦରେ କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର, ସେକ୍ଟର-୫ , ରାଉରକେଲା କାର୍ଯ୍ୟାଳୟରେ ଏଆଇଟିୟୁସିର ଧାରଣା

masiha

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

masiha

Leave a Comment

error: Content is protected !!