ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ସହରରେ ହନୁ ମାଙ୍କଡ ଆତଙ୍କ

କାମାକ୍ଷାନଗର(ମନିସ )13/8/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ଜଙ୍ଗଲି ହନୁ ଆତଙ୍କ ଦେଖିବାକୁ ମିଳିଛି । ଗତ ଦୁଇଦିନ ଧରି ଗୋଟିଏ ହନୁ ମାଙ୍କଡ ସହର ଭିତରେ ପଶିଆସି ଆତଙ୍କ ଖେଳାଊଥିବା ଦେଖିବାକୁ ମିଳିଛି। ଆଜି ବଜାର ମଧ୍ୟରେ ରହି ରାସ୍ତାରେ ଯାଉଥିବା ଲୋକଙ୍କ ଗାଡିରେ ବସିପଡୁଛି ଏବଂ ସହଜରେ ତାଙ୍କୁ ଛାଡୁନାହିଁ। ଏହା ସହ ଦୋକାନ ଭିତରେ ପଶି ଯାଉଛି। ଦୋକାନି ମଧ୍ୟ ହନୁ ମାଙ୍କଡକୁ ଆଉଁସିଲେ ମଧ୍ୟ ସେ କିଛି କରୁନାହିଁ। ଜଙ୍ଗଲି ହନୁକୁ ଏତେ ନିକଟରେ ଦେଖି ଲୋକମନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ସୁଧା ହନୁଟି କାହାକୁ କ୍ଷତି କରିନଥିବା ଯଣାପଡିଛି। ଏନେଇ ବନବିଭାଗ ତୁରନ୍ତ ହନୁମାନଙ୍କଡକୁ ଧରି ଜଙ୍ଗଲରେ ଛାଡିବାକୁ ସାଧାରଣରେ ଦାବି ହେଉଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ଘଟଗାଁ ମା’ ତାରିଣୀ ପିଠିରେ “ଓଡିଶା ବ୍ରାହ୍ମଣ ମହାସଂଘ” ର ରାଜ୍ଯ କାର୍ଯ୍ଯକାରିଣୀ ପରିଷଦ ବୈଠକ 

Sunil Chandra Nayak

ଜିଲ୍ଲା ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

Leave a Comment

error: Content is protected !!