ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀ କୂଳରୁ ଅଜଣା ଵୃଦ୍ଧା ଉଦ୍ଧାର

ମୟୂରଭଞ୍ଜ -୧୯/୮ ( ମସିହା)ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ଵନ୍ତଳୀ ଗ୍ରାମ ନିକଟ ନଦୀ କୂଳରୁ ଏକ ଅଜଣା ବୃଦ୍ଧା ବସିଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ ଓ୍ବାର୍ଡ ମେମ୍ବର ଧନଞ୍ଜୟ ମାରାଣ୍ଡି । ଧନଞ୍ଜୟ ସାଙ୍ଗେ ସାଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଶ୍ରୀମତୀ କୁନୀ ହାଁସଦାଙ୍କୁ ଜଣାଇଥିଲେ । ସ୍ଥାନୀୟ ଲୋକେ ଲଖାଇ ମୁର୍ମୁ, ସାମାଜିକ ସୁରକ୍ଷା ଅଧିକାରୀ ଧନଞ୍ଜୟ ପାଟବନ୍ଧା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଂକୁ ଉଦ୍ଧାର କରିବା ସହ ଵିଡିଓ ଶ୍ରୀ ଯୋଗରଂଜନ ନାୟକଙ୍କୁ ଜଣାଇ ଵୃଦ୍ଧାଙ୍କୁ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ପରିଚୟ ମିଳି ପାରିନାହିଁ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜଣେ ଶ୍ୱାସରୋଗୀଙ୍କୁ ସାହାଯ୍ୟର ହାତ ବଢ଼େଇ ମାନବିକତାର ପରିଚୟ ଦେଲେ ବିଜେପି ଚଚା ମଣ୍ଡଳ ସଭାପତି 

masiha

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଚାଷୀମୂଲିଆ ଆଦିବାସୀ ସଂଘ ପକ୍ଷରୁ ବନ୍ଧୁଗାଁ ବ୍ଲକରେ ଶତାଧିକ ସମର୍ଥକଙ୍କ ସହ ଟ୍ରାକ୍ଟର ପଟୁଆର ସହିତ ପ୍ରତିବାଦ ଆନ୍ଦୋଳନ

Sunil Chandra Nayak

ଗାଁ ଗାଁରେ ପହଞ୍ଚୁଛି ସମ୍ବିଧାନର ଗାଥା ଓ ଗାରିମା ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ସଚେତନତା ରଥ

Sunil Chandra Nayak

Leave a Comment

error: Content is protected !!